କାନ୍ଥପଡ଼ି ଭାଇଭଉଣୀ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 22, 2022

କାନ୍ଥପଡ଼ି ଭାଇଭଉଣୀ ମୃତ

ଉଦଳା(ଓଡ଼ିଶା ରିପୋର୍ଟର): କାନ୍ଥ ପଡ଼ି ଚାଲିଗଲା ଭାଇଭଉଣୀଙ୍କ ଜୀବନ। ଏଭଳି ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ରାଇଡାହି ଗାଁରେ। ମୃତ ଶିଶୁ ଦ୍ୱୟ ହେଲେ ପୁଅ ଜ୍ୟୋତି ଶଙ୍କର ସିଂ ଓ ଯଶୋଦା ସିଂ। ଜ୍ୟୋତିଙ୍କୁ ୬ବର୍ଷ ହୋଇଥିବାବେଳେ ଯଶୋଦାକୁ୧୦ ବର୍ଷ ହୋଇଥିଲା।

ଗତକାଲି ରାତିରେ ମା’ ସହ ତିନି ଛୁଆ ଘରେ ଶୋଇଥିଲେ। ହଠାତ୍ ବିଳମ୍ବିତ ରାତିରେ କାନ୍ଥଟି ୩ ଛୁଆଙ୍କ ଉପରେ ପଡ଼ିଯାଇଥିଲା।  ମା’ ସାନ ପୁଅକୁ ଉଦ୍ଧାର କରିଥିବା ବେଳେ ବଡ଼ ଝିଅ ଓ ମଝିଆ ପୁଅ ମାଟି ତଳେ ଚାପି ହୋଇ ମୃତ୍ୟୁ ଘଟିଥିଲା। ପରେ ଗାଁଲୋକେ ଆସି ୨ପିଲାଙ୍କୁ ସେଠାରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ୨ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ।

ରାଜ୍ୟରେ ଲଘୁଚାପ ଜନିତ  ବର୍ଷା ଲାଗି ରହିଥିଲା। ଏଥିପାଇଁ ମାଟି କାନ୍ଥଟି ଓଦା ହେବା ଯୋଗୁ ଭୁଶୁଡ଼ି ପଡ଼ିଥିବା ଅଭିଯୋଗ ହୋଇଛି।

The post କାନ୍ଥପଡ଼ି ଭାଇଭଉଣୀ ମୃତ appeared first on Odisha Reporter.



from Odisha Reporter https://ift.tt/lmFNbgx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages