୮ ଅକ୍ଟୋବର, ଶନିବାର: ବିଦ୍ୟାର୍ଥୀମାନେ ପାଠପଢ଼ାରେ ମନ ଦେବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 7, 2022

୮ ଅକ୍ଟୋବର, ଶନିବାର: ବିଦ୍ୟାର୍ଥୀମାନେ ପାଠପଢ଼ାରେ ମନ ଦେବେ

ମେଷ: ପ୍ରଶଂସା ପାଇବେ। ଗୁରୁଜନଙ୍କ ସହିତ କଥାବାର୍ତ୍ତା କରିବା ବେଳେ ସଞ୍ଜମତା ରକ୍ଷା କରନ୍ତୁ। ବିଦ୍ୟାର୍ଥୀମାନେ ପାଠପଢ଼ାରେ ମନ ଦେବେ।

ବୃଷ: ଶୁଭଫଳ ପ୍ରାପ୍ତି ହେବ। ଶାନ୍ତି ଅନୁଭବ କରିବେ। କ୍ରୀଡ଼ା ଓ ପରୀକ୍ଷାରେ କୃତକାର୍ଯ୍ୟ ହେବେ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ।
ମିଥୁନ:ସାମାଜିକ ପ୍ରତିଷ୍ଠା ଓ ମାନସମ୍ମାନ ବୃଦ୍ଧି ହେବ। ସୁସ୍ଥ ରହିବେ। ବନ୍ଧୁମାନଙ୍କ ସହଯୋଗରେ ସମସ୍ୟାର ସମାଧାନ ହେବ।
କର୍କଟ:ସମାଜ ସେବା କରି ସୁନାମ ଅର୍ଜନ କରିବେ। ସବୁ କାର୍ଯ୍ୟରେ ସଫଳତା ହାସଲ କରିବେ। ଶୁଭ ସମ୍ବାଦ ପାଇବେ। ଆର୍ଥିକ ସମସ୍ୟା ଦୂର ହେବ।

ସିଂହ:ଶୁଭ ସମାଚାର ପାଇବେ। ବ୍ୟବସାୟ କ୍ଷେତ୍ରରେ ନୂଆ ଯୋଜନା କାର୍ଯ୍ୟକାରୀ କରିବେ। ଲକ୍ଷ୍ୟ ପୂରଣ ହେବ।

କନ୍ୟା:ବ୍ୟବସାୟରେ ମନ ଦେଇ କାମ କଲେ ଭଲ ଲାଭ ମିଳିବ। ପତିପତ୍ନୀଙ୍କ ମଧ୍ୟରେ ଥିବା ମତଭେଦ ଦୂର ହେବ। ରାଜନୀତି କ୍ଷେତ୍ରରେ ଶତ୍ରୁମାନେ ପରାଜିତ ହେବେ।

ତୁଳା:ସକାରାତ୍ମକ ମନୋଭାବ ନେଇ କାର୍ଯ୍ୟ କରିବେ ଓ ସଫଳତା ପାଇବେ। ନୂଆ ବ୍ୟବସାୟରୁ ଭଲ ଲାଭ ମିଳିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ।

ବିଛା:ବ୍ୟବସାୟରେ ବୁଦ୍ଧି ପ୍ରୟୋଗ କରି ବଡ଼ ଧରଣର ସଫଳତା ପାଇବେ। ଅସଂପୂର୍ଣ୍ଣ କାର୍ଯ୍ୟକୁ ସଂପୂର୍ଣ୍ଣ କରିବେ। ପାରିବାରିକ ଜୀବନ ଭଲ ରହିବ।

ଧନୁ: ଶତ୍ରୁ ମାନଙ୍କ ମୁକାବିଲା କରିପାରିବେ। ପିଲାଙ୍କ କାର୍ଯ୍ୟରେ ଖୁସି ହେବେ। କିଛି ନୂଆ କାର୍ଯ୍ୟ କରିବାକୁ ଯୋଜନା କରିବେ।

ମକର:ହାତକୁ ନେଇଥିବା କାର୍ଯ୍ୟ ପାଇଁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଅନେକ କ୍ଷେତ୍ରରେ ଦ୍ୱନ୍ଦ୍ୱ ସୃଷ୍ଟି ହେବ ଓ ନିଷ୍ପତ୍ତି ନେବାରେ କଷ୍ଟ ହେବ।

କୁମ୍ଭ:କୌଣସି ସାମାଜିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଆର୍ଥିକସ୍ଥିତି ସନ୍ତୋଷଜନକ ରହିବ। ଜାଗା, ଜମି ବା ଗୃହ କିଣିବା ପାଇଁ ସୁଯୋଗ ଆସିପାରେ।

ମୀନ:ସମସ୍ତ ସମସ୍ୟା ଦୂର ହେବ। କୌଣସି ବିରାଟ ଯୋଜନା ପାଇଁ ସଙ୍କଳ୍ପ ନେବେ। ପରିବାରରେ ଶାନ୍ତି ବଜାୟ ରହିବ।

The post ୮ ଅକ୍ଟୋବର, ଶନିବାର: ବିଦ୍ୟାର୍ଥୀମାନେ ପାଠପଢ଼ାରେ ମନ ଦେବେ appeared first on Odisha Reporter.



from Odisha Reporter https://ift.tt/KFTXPzG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages