ପିସିସି ସାଧାରଣ ସମ୍ପାଦକ ସାଙ୍ଗକୁ ମିଡିଆ କମିଟି ଆବାହକ ରହିଥିଲେ। ପୁରୀ ଲୋକସଭାର ପୂର୍ବତନ ସାଂସଦ ପ୍ରାର୍ଥୀ। ହେଲେ ପିସିସି ସଭ୍ୟ ତାଲିକାରେ ତାଙ୍କ ନାଁ ନାହିଁ। ସଭାପତିଙ୍କ ମୋହରରେ ପ୍ରକାଶ ପାଇଥିବା ୪୨୭ ଜଣିଆ ତାଲିକାରେ ନାହାନ୍ତି ଏହି ଯୁବ ନେତା। କେବଳ ସତ୍ୟ ପ୍ରକାଶ ନୁହନ୍ତି। ତାଲିକାରେ ଅନେକଙ୍କ ନାଁ ଉଭାନ।
The post କୁହୁଳିଲା କଂଗ୍ରେସ ନିଆଁ appeared first on Odisha Reporter.
from Odisha Reporter https://ift.tt/Pg4Itos
No comments:
Post a Comment