ତିନି ଦିନ ରାଜ୍ୟ ଶୋକ ପାଳନ କରାଯାଉଛି। ଏଥିପାଇଁ ବିଜେପି ତାର ସମସ୍ତ ଆନ୍ଦୋଳନକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛି। ୧ ତାରିଖରେ ସମସ୍ତ ବ୍ଲକ ଘେରାଉ କରିବାକୁ ବିଜେପି ନିଷ୍ପତ୍ତି ନେଇଥିଲା। ଏବେ ରାଜ୍ୟ ଶୋକକୁ ସମର୍ଥନ ଜଣାଇ ଏହାକୁ ବାତିଲ କରାଯାଉଛି ବୋଲି କହିଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/PYp8b0n
No comments:
Post a Comment