୨୬ ଫେବ୍ରୁଆରୀ, ରବିବାର: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ଖୁବ୍ ଭଲ ରହିଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 25, 2023

୨୬ ଫେବ୍ରୁଆରୀ, ରବିବାର: ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ଖୁବ୍ ଭଲ ରହିଛି

ମେଷ: କର୍ମାନୁଯାୟୀ ଫଳପ୍ରାପ୍ତି ହେବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ସ୍ଥିତି ଭଲ ରହିବ। ଉଦର ପୀଡ଼ା ଦେଖା ଦେବ। 

ବୃଷ: ବିଦ୍ୟାରେ ଉନ୍ନତି ହେବା ସହ ନୂତନ ବନ୍ଧୁମିଳନ ହେତୁ ମନ ଖୁସି ରହିବ। ବ୍ୟବସାୟ ଭଲ ଲାଭ ମିଳିବ। ମାନସମ୍ମାନ ପ୍ରାପ୍ତି ହେବ। ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ।

ମିଥୁନ: ସନ୍ତାନଙ୍କ ଖୁସିରେ ଆନନ୍ଦିତ ହେବେ।  ବୁଦ୍ଧି ଖଟାଇ ପ୍ରଚୁର ଅର୍ଥ ଲାଭ କରିବେ। କୌଣସି ନୂତନ କାର୍ଯ୍ୟାରମ୍ଭ କରିପାରିବେ। 

କର୍କଟ: ବିଦେଶ ଯାତ୍ରାର ସୁଯୋଗ ଆସିବ। ନୂଆ ଗାଡ଼ି କିଣିପାରନ୍ତି। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ଖୁବ୍ ଭଲ ରହିଛି। 

ସିଂହ:  ବାକି ପଡ଼ିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ପୈତୃକ ସମ୍ପତ୍ତି ପାଇଁ ପରିବାରରେ ଥିବା ଦ୍ୱନ୍ଦ୍ୱର ସମାଧାନ ହେବ। ରାଜନୀତିରେ ଥିବା ଲୋକେ ଦଳ ତରଫରୁ ନୂଆ ଦାୟିତ୍ୱ ପାଇ ପାରନ୍ତି। 

କନ୍ୟା: ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଭ୍ରମଣ, ରାଜନୀତି, ପ୍ରଶାସନ, ପ୍ରକାଶନ, ସଂଗଠନ ଏବଂ ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ।

ତୁଳା: ଆୟ ଉତ୍ତମ ହେବ। କେତେକ ମୁଲ୍ୟବାନ ଆସବାବପତ୍ର କ୍ରୟ କରିବେ।  ପରୀକ୍ଷା, ପ୍ରତିଯୋଗିତା ଓ ସାକ୍ଷାତକାରରେ ଭଲ କରିବେ। 
ଯେଉଁ ଜିନିଷ ପାଇବା ପାଇଁ ଚିନ୍ତା କରୁଥିଲେ, ତାହା ନିଶ୍ଚିତ ଭାବେ ପାଇପାରନ୍ତି।

ବିଛା: ବ୍ୟବସାୟ କ୍ଷେତ୍ରରେ ଭଲ ପ୍ରଗତି ହେବ। ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ଋଣ ଭରଣା ପାଇଁ ଚେଷ୍ଟା କରିବେ।
ଆତ୍ମବିଶ୍ୱାସ ସହିତ ସମସ୍ତ କାର୍ଯ୍ୟରେ ଭଲ ପ୍ରଦର୍ଶନ କରିବେ।

ଧନୁ: ଆପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବ। କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ। ଦୂରଯାତ୍ରା କରିବା ଦ୍ଵାରା ବହୁତ ଲାଭ ମିଳିବ।

ମକର: ନିଜ ଲୋକଙ୍କ ତରଫରୁ ଆଶ୍ଵାସନା ବା ସହାନୁଭୂତି ପାଇବେ। କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଙ୍ଗୀତାଦି କ୍ଷେତ୍ରରେ ଥିବା ଲୋକଙ୍କ ସମସ୍ୟାର ସମାଧାନ ହୋଇଯିବ। କୌଣସି ପ୍ରସଙ୍ଗକୁ ନେଇ ପ୍ରତାରିତ ହେବାର ଆଶଙ୍କା ଉପୁଜିପାରେ।

କୁମ୍ଭ: ବନ୍ଧୁମାନଙ୍କ ସହ ସମୟ ବିତାଇବେ। ବାଦବିବାଦ, ପରୀକ୍ଷା, ପ୍ରତିଯୋଗିତା ଓ ସାକ୍ଷାତକାରରେ ବିଜୟୀ ହେବେ। ସମ୍ପତ୍ତିକୁ ନେଇ ଥିବା ସମସ୍ୟାର ସମାଧାନ ହୋଇପାରେ। 

ମୀନ: ସାମୟିକ ଭାବେ ଚିନ୍ତା ଦୂର ହେବ। ସମାଜସେବାରେ ମନ ଦେବେ। ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ।
 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Wml7nN3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages