ଭର୍ତ୍ତୃହରିଙ୍କ ଭଡ଼ ଭଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 8, 2023

ଭର୍ତ୍ତୃହରିଙ୍କ ଭଡ଼ ଭଡ଼

ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ସମ୍ପାଦକୀୟ ଲେଖାକୁ ନେଇ ଏବେ ଭିନ୍ନ ଏକ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି। ପୁଲିସ କଣ କରିବା ଉଚିତ ଏବଂ କଣ ନକରିବା ଉଚିତ ସେନେଇ ଅଲେଖ୍ୟ ଲେଖି କଟକ ସାଂସଦ ବିଜୁ ଜନତା ଦଳର ମରମ ଜାଗା ଉପରେ ମାଡ଼ କରିଛନ୍ତି। କଂଗ୍ରେସ ନେତା ପବନ ଖେଡ଼ାଙ୍କ ଗିରଫଦାରୀଠାରୁ ଆରମ୍ଭ କରି ରାଜଧାନୀର ଲୋୟର ପିଏମଜିରେ ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭ କଥା ସେ ଲେଖିଛନ୍ତି। ଆଜି ଯେ ବିରୋଧୀ କାଲି ସେ ଶାସକ ଆସନରେ ବସିପାରେ ବୋଲି କହି ପରୋକ୍ଷରେ ଆଗାମୀ ନିର୍ବାଚନରେ ବିଜେଡିର ପତନ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି।  



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/YLXTrp2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages