ଜୀବନ ହାରିବା ପାଇଁ ବାଧ୍ୟ କଲା କିଏ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 7, 2023

ଜୀବନ ହାରିବା ପାଇଁ ବାଧ୍ୟ କଲା କିଏ?

କାନ୍ଥରେ ବାହାଘର ଚିତା ଏବେ ବି ଝଟକୁଛି। କିନ୍ତୁ ଦୁନିଆ ଛାଡ଼ିଦେଲେଣି ସ୍ତ୍ରୀ, ଆଉ ଜୀବନ ସହ ସଂଘର୍ଷ କରୁଛନ୍ତି ସ୍ୱାମୀ। ଗଞ୍ଜାମ ପାଟପୁର ଅଞ୍ଚଳ ଡେଙ୍ଗାଡ଼ି ଗାଁରେ ଚହଳ ପଡ଼ିଯାଉଛି। ଯିଏ ଯାଉଛି ମୁଣ୍ଡରେ ହାତ ଦେଇ ଘଡ଼ିଏ ଅଟକି ଯାଉଛି। କାରଣ ସ୍ୱାମୀ ସ୍ତ୍ରୀ ଦୁହେଁ ଶିକ୍ଷିତ ଥିଲେ। ଦୁହେଁ ପୁଣି ଶିକ୍ଷକ ଶିକ୍ଷୟିତ୍ରୀ ଭାବେ କାମ ବି କରୁଥିଲେ। କିନ୍ତୁ ଏମିତି କଣ ଘଟିଲା ଯେ ଦୁହେଁ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଲେ?



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/dx6Iwuf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages