ଡହ ଡହ ଖରା ଦିନ କାହାକୁ ଟେନସନ୍ ଦିଏ, ତୋ ଆଉ କାହା ପେଟକୁ ଦାନା ଯୋଗାଏ। ଏଇ ଦେଖୁ ନାହାନ୍ତି ଏଇ ଭାଇ ଜଣଙ୍କ ଉଦୁଉଦିଆ ଖରାରେ ବ୍ୟଗଟିଏ ଧରି କେମିତି ହସି ହସି ଜଙ୍ଗଲ ଭିତରେ ଚାଲିଛନ୍ତି। କାରଣ ଜଙ୍ଗଲରେ ପରା କେନ୍ଦୁ ପାଚିଲାଣି। ତେଣୁ କେନ୍ଦୁ ନେଲେ ବଜାରରେ ବିକ୍ରି କରିବେ। ଘରକୁ ତେଲ ଲୁଣ ଟିକେ କିଣି ନେବେ। କେନ୍ଦୁଝର ଜିଲ୍ଲାର କାଞ୍ଜିପାଣି ଘାଟିର କେନ୍ଦୁ ଯିଏ ଖାଇଛି ସିଏ ତାର ସ୍ୱାଦ ଜାଣିଛି ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/0U9dejS
No comments:
Post a Comment