ହାତରେ ଠେଙ୍ଗା, ପାଣି ବୋତଲ ଧରି ଜଙ୍ଗଲରେ ଚାଲୁଛନ୍ତି ମା'ମାନେ। ପଇଁତରା ମାରିବା ପାଇଁ ଦଳବଳ ହୋଇ ପଡ଼ିଛନ୍ତି ସମସ୍ତେ। କାହାକୁ କିଛି କହିବାକୁ ପଡ଼ିନଥାଏ। ଯାହାର ଯେଉଁଦିନ ପାଳି ପଡ଼ିଥାଏ, ସେହି ଅନୁସାରେ ସମସ୍ତେ ବାହାରି ପଡ଼ନ୍ତି। କାହିଁକି ନା, ଜଙ୍ଗଲ ତାଙ୍କ ପାଇଁ ମାଆ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/sXvETHb
No comments:
Post a Comment