ଗୁଡ୍ଡୁ ମୁସିଲିମର ଡ୍ରାଇଭର ରାଜା ଖାନ ବିଜେଡ଼ିର ବାହୁବଳୀ ବିଧାୟଙ୍କ ସହଯୋଗୀ। ବିଜେଡ଼ିର ପୁର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ସହ ସଂପର୍କକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି। ମନ୍ତ୍ରୀଙ୍କ ଘନିଷ୍ଠ ସହଯୋଗୀ ଥିଲେ ରାଜା ଖାନ୍। ସ୍ଥାନୀୟ ଅଞ୍ଚଳରେ ସେମାନଙ୍କ ସଂପର୍କାକୁ ନେଇ ଚର୍ଚ୍ଚା। ଗୁଡ୍ଡୁ ମୁସିଲିମ୍ ଓଡ଼ିଶାକୁ ସୁରକ୍ଷିତ ଭାବି ଏଠି ବେପାର କରିବାକୁ ପଳେଇ ଆସିଲେ। ଏତେ ଦିନ ଧରି ବ୍ୟବସାୟ ଚାଲିଥିଲା ଓଡ଼ିଶା ପୋଲିସ କିମ୍ଭା ଏସଟିଏଫ୍ ଧରି ପାରିଳେନି କେମିତି। ପୁର୍ବତନ ମନ୍ତ୍ରୀଙ୍କ ଲିଙ୍କ୍ ଥିବାରୁ ପୋଲିସ ହାତ ମାରି ନଥାଇ ପାରେ ସନ୍ଦେହ ହେଉଛି ବୋଲି କହିଛନ୍ତି ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/koVgFSn
No comments:
Post a Comment