ଭଦ୍ରକ ଧାମନଗର ନିର୍ବାଚନମଣ୍ଡଳୀର ଦୋବଲ ପଞ୍ଚାୟତରେ ଚାଲିଛି ଶୀତଳ ଯୁଦ୍ଧ। କନିଷ୍ଠ ଯନ୍ତ୍ରୀଙ୍କୁ ମାଡ଼ମରା ଘଟଣାରେ ଧାମନଗର ବ୍ଲକ କର୍ମଚାରୀ ମିଳିତ ଭାବେ କଲମଛାଡ଼ ଆନ୍ଦୋଳନରେ ଧାରଣାରେ ବସିଛନ୍ତି। ଗତ ମେ ୨୬ ତାରିଖ ଘଟଣାରେ ପୁଲିସ କାର୍ଯ୍ୟାକଳାପକୁ ନେଇ ବିଜେପି କର୍ମୀ ବର୍ଷିଛନ୍ତି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/pDB6x5E
No comments:
Post a Comment