ହଜର ଟଙକ ଲଞଚ ନବ ବଳ କଳପତ ଗରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, June 17, 2023

ହଜର ଟଙକ ଲଞଚ ନବ ବଳ କଳପତ ଗରଫ

ତେଲେଙ୍ଗାନା ବିଶ୍ୱବିଦ୍ୟାଳୟର କୁଳପତି ଡି ରବୀନ୍ଦ୍ର ଡାଚେପଲ୍ଲୀଙ୍କୁ ଗିରଫ କରାଯାଇଛି। ସେ ହାଇଦ୍ରାବାଦ ସ୍ଥିତ ତାଙ୍କ ଘରେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦୁର୍ନୀତି ନିବାରଣ ଅଧିକାରୀମାନଙ୍କ ଦ୍ୱାରା ଧରାପଡ଼ିଥିଲେ।

୬୩ ବର୍ଷୀୟ ଡି ରବୀନ୍ଦ୍ର ଡାଚେପଲ୍ଲୀଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି। ସେ ଦସାରୀ ଶଙ୍କର ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଏହି ଟଙ୍କା ଗ୍ରହଣ କରିଥିଲେ। ଦସାରୀ ଶଙ୍କର ଭୀମଗଲର ବାସିନ୍ଦା। ତାଙ୍କର ସେଠାରେ ଏକ କଲେଜ ଅଛି। ତାଙ୍କ କଲେଜ ପାଇଁ ଏକ ପରୀକ୍ଷା କେନ୍ଦ୍ର ଆବଣ୍ଟିତ କରିବାକୁ କୁଳପତି ଡି ରବୀନ୍ଦ୍ର ଡାଚେପଲ୍ଲୀ ତାଙ୍କୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

ନିକଟରେ ତେଲେଙ୍ଗାନା ବିଶ୍ୱବିଦ୍ୟାଳୟରେ ରେଜିଷ୍ଟ୍ରାର ନିଯୁକ୍ତିକୁ ନେଇ ବିବାଦ ଦେଖାଯାଇଥିଲା। ରେଜିଷ୍ଟ୍ରାର ନିଯୁକ୍ତକୁ ନେଇ କୁଳପତି ଓ କାର୍ଯ୍ୟନିର୍ବାହୀ କମିଟି ମୁହାଁମୁହିଁ ହୋଇଥିଲେ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/BQqxRwd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages