ବାକ୍ସ ବାକ୍ସ ଟଙ୍କା। କୋଟିଏ ନୁହେଁ କି ଦୁଇ କୋଟି ନୁହେଁ ଏକା ଥରକେ ୩୦ କୋଟି। ଆଉ ୫୦୦ ଟଙ୍କିଆ ନୋଟ ମଧ୍ୟ। ଏତେ ଟଙ୍କା ରିୟଲ ଇଷ୍ଟେଟ୍ ସଂସ୍ଥା ଡିଏନର ଜଣେ କର୍ମଚାରୀଙ୍କ ଘରୁ ଜବତ ହେବା ପରେ ଆରମ୍ଭ ହେଲା ରାଜନୀତି। ବିଶେଷକରି ୨୦୧୯ ମସିହା ପରଠୁ କିଛି ପ୍ରଶାସକଙ୍କ ସମେତ ଶାସକ ଦଳର କିଛି ପ୍ରଭାବଶାଳୀ ନେତା ଏହି କମ୍ପାନୀରେ ଛଦ୍ମନାମରେ ପୁଞ୍ଜି ନିବେଶ କରିଥିବାର ଚର୍ଚ୍ଚା ଜୋର ଧରିଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/vtZTfqI
No comments:
Post a Comment