ରୁମ ନମ୍ବର ୨୦୫। ସମୟ ରାତି ୩ଟା୨୦ ମିନିଟ। ଲକ୍ଷ୍ମୀ ସାଗର ଦିପାଲୀ ଲଜକୁ ଆସିଥିଲେ ଜଣେ ଯୁବତୀ। ଲକ୍ଷ୍ମୀସାଗରରେ ଥିବା ଦୀପାଲି ବାର୍ ଓ ଲଜକୁ ଆସିଥିଲେ ଆଉ ନାଁ ଏଣ୍ଟ୍ରି କରି ନିଜ ରୁମକୁ ଯାଇଥିଲେ। । ବାସ ଏହାର ମାତ୍ର କେଇଘଣ୍ଟା ପରେ ରୁମରୁ ବାହାରିଲା ମୃତଦେହ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/jZlWm7U
No comments:
Post a Comment