କାହିଁକି ଓ କେଉଁ ଉଦ୍ଦେଶ୍ୟରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା କରାଯାଇଥିଲା ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 7, 2023

କାହିଁକି ଓ କେଉଁ ଉଦ୍ଦେଶ୍ୟରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା କରାଯାଇଥିଲା ?

ସେଦିନ ବି ଥାଏ ଜନ୍ମାଷ୍ଟମୀ । ତାରିଖ ୨୦୦୮ ଅଗଷ୍ଟ ୨୩ । ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମତିଥିକୁ ଆଡମ୍ବରରେ କରିବାକୁ ଚାଲିଥାଏ ପ୍ରସ୍ତୁତି । କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧର ଜଲେଶପଟ୍ଟା ଆଶ୍ରମ ବି ହୋଇଥାଏ ଉତ୍ସବ ମୁଖର । ଦିନଭରି ଅନେକ କାର୍ଯ୍ୟକ୍ରମ ଚାଲିଥାଏ । ଆଉ ସବୁ କାର୍ଯ୍ୟକ୍ରମକୁ ସଫଳ କରିଥାନ୍ତି ଆଶ୍ରମ ମୁଖ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ । ଏହାପରେ ସଂଧ୍ୟାରେ ମଧ୍ୟ ଆଶ୍ରମରେ କାର୍ଯ୍ୟକ୍ରମ ଚାଲିଥାଏ । ଆଉ ଏହି ସମୟରେ ହାତରେ ବନ୍ଧୁକ ଓ ମାରଣାସ୍ତ୍ର ଧରି ଜଲେଶପଟ୍ଟା ଆଶ୍ରମକୁ ଧସେଇ ପଶନ୍ତି ୨୫ ଜଣ ମୁଖା ପିନ୍ଧା ବ୍ୟକ୍ତି । ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକୁ ୧୫ ବର୍ଷ ପୂରିଲା, ତଥାପି ଏବେ ବି ସବୁ କିଛି ରହସ୍ୟ ଘେରରେ ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/OMACgJ3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages