ଆରଟିଆଇ କର୍ମୀ ପ୍ରଦୀପ ପ୍ରଧାନ ଥାନାରେ ଅଟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 28, 2023

ଆରଟିଆଇ କର୍ମୀ ପ୍ରଦୀପ ପ୍ରଧାନ ଥାନାରେ ଅଟକ

ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ଥାନାରେ ଅଟକ। ଭୁବନେଶ୍ୱର ମହିଳା ଥାନାରେ ତାଙ୍କୁ ଅଟକ ରଖିଛି ପୁଲିସ। କେଉଁ ମାମଲାରେ ପ୍ରଦୀପଙ୍କୁ ପୁଲିସ ଅଟକ ରଖିଛି ତାହା ସ୍ପଷ୍ଟ ହୋଇପାରିନାହିଁ। ସୂଚନା ଅନୁଯାୟୀ, ଏକ ମାମଲାରେ ପଚରା ଉଚରା କରିବା ପାଇଁ ଡାକିବା ପରେ ଥାନାରେ ତାଙ୍କୁ ଅଟକ ରଖିଛି ପୁଲିସ।

ପ୍ରଦୀପ ଜଣେ ସୂଚନା ଅଧିକାର କର୍ମୀ ସହ ‘ମୋ ଦଳ’ର ସମ୍ପାଦକ ଅଛନ୍ତି। କିଛି ଦିନ ଧରି ରାଜ୍ୟ ସରକାରଙ୍କ ଦୁର୍ନୀତି ସମ୍ପର୍କରେ ଅନେକ ସମୟରେ ସାମ୍ବାଦିକ ସମ୍ମିଳନୀ ଡାକି ତଥ୍ୟ ରଖୁଥିଲେ ସେ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/GcgJQw5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages