ଆଜି ଆସିବ ୪ ରାଜ୍ୟରେ ବିଧାନସଭା ନିର୍ବାଚନର ଫଳାଫଳ । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲେଙ୍ଗାନା ମତଦାନର ଫଳାଫଳ ଆଜି ପ୍ରକାଶ ପାଇବ। ସକାଳ ୮ଟାରୁ ଆରମ୍ଭ ହେବ ଗଣତି।
ଏକଜିଟ୍ ପୋଲ୍ ଅନୁସାରେ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି କ୍ଷମତା ହାସଲ କରିବାର ପୂର୍ବାନୁମାନ କରାଯାଇଥିବା ବେଳେ ଛତିଶଗଡ଼ ଓ ତେଲେଙ୍ଗାନାରେ କଂଗ୍ରେସ ଜିତିପାରେ ବୋଲି କୁହାଯାଉଛି। ସେପଟେ ଆସନ୍ତାକାଲି ହେବ ମିଜୋରମ ବିଧାନସଭାର ଗଣତି। ଏହି ୫ ରାଜ୍ୟର ଫଳାଫଳ ୨୪ ସାଧାରଣ ନିର୍ବାଚନର ସଂକେତ ଦେଇପାରେ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/3uVylg7
No comments:
Post a Comment