ଘରର କେଉଁ ସ୍ଥାନରେ ରଖିଛନ୍ତି ପାଣି ଟାଙ୍କି? ସମସ୍ୟାରେ ପଡ଼ିପାରନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 13, 2024

ଘରର କେଉଁ ସ୍ଥାନରେ ରଖିଛନ୍ତି ପାଣି ଟାଙ୍କି? ସମସ୍ୟାରେ ପଡ଼ିପାରନ୍ତି

ଘରେ ପାଣି ଟାଙ୍କି କେଉଁଠି ରହିବା ଉଚିତ୍। କେଉଁ କେଉଁ ସ୍ଥାନରେ ପାଣି ଟାଙ୍କି ରଖିବା ଉଚିତ୍ ନୁହେଁ। ଭୁଲ୍ ସ୍ଥାନରେ ପାଣି ଟାଙ୍କି ରହିଲେ, କେଉଁ ସବୁ ସମସ୍ୟାର ସମ୍ମୁଖୀନ ହେବାକୁ ହୋଇଥାଏ। ଏହାକୁ ନେଇ ଟିପ୍ସ ଦେଇଛନ୍ତି ଜଣାଶୁଣା ବାସ୍ତୁବିଦ୍ ଡକ୍ଟର ମନୋଜ ଲେଙ୍କା।

  1. ବାସ୍ତୁଶାସ୍ତ୍ର ଅନୁସାରେ ପାଣି ଟାଙ୍କି ୧୮୦ ଡିଗ୍ରୀ ଦକ୍ଷିଣରୁ ୩୧୦ ଡିଗ୍ରୀ ଉତ୍ତର-ପଶ୍ଚିମ ମଧ୍ୟରେ ହେବା ଉଚିତ। ଅର୍ଥାତ ପାଣି ଟାଙ୍କିର ସ୍ଥାନ ଦକ୍ଷିଣ, ଦକ୍ଷିଣ ପଶ୍ଚିମ, ଉତ୍ତର-ପଶ୍ଚିମ ବାୟୁ କୋଣରେ ହେବା ଉଚିତ୍‌।
  2.  ଭୁଲରେ ପାଣି ଟାଙ୍କି ଐଶାନ୍ୟ କୋଣରେ କରନ୍ତୁ ନାହିଁ। ନହେଲେ ଉଚ୍ଚ ରକ୍ତଚାପ ହେବାର ସମ୍ଭାବନା ରହିଛି।
  3. ଘରର ପୂର୍ବ ଭାଗରେ ପାଣି ଟାଙ୍କି ହେଲେ ମେରୁଦଣ୍ଡ ଜନିତ ସମସ୍ୟା ଦେଖା ଯିବାର ସମ୍ଭାବନା ରହିଛି।
  4. ଅଗ୍ନିକୋଣରେ ପାଣି ଟାଙ୍କି କଲେ ଆର୍ଥିକ କ୍ଷୟକ୍ଷତି ହୋଇପାରେ। କ୍ୟାରିୟରରେ ମଧ୍ୟ ସମସ୍ୟା ହେବାର ସମ୍ଭାବନା ରହିଛି।
  5. ବ୍ରହ୍ମ ସ୍ଥାନରେ ପାଣି ଟାଙ୍କି କରନ୍ତୁ ନାହିଁ। ନହେଲେ ହୃଦଘାତ ଭଳି ସମସ୍ୟା ଦେଖାଯିବାର ସମ୍ଭାବନା ରହିଛି।
  6. ସେହିପରି ପାଣି ଟାଙ୍କିର ବଳକା ପାଣି ବା ଓଭର ଫ୍ଲୋ ପାଣି ସର୍ବଦା ଉତ୍ତର କିମ୍ବା ପୂର୍ବକୁ ପଡ଼ିବା ଦରକାର।


from Latest Odisha Reporter News, Breaking News Today | Top Updates on Corona - OR News https://ift.tt/pS8ohiJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages