ଜଳାର୍ଣ୍ଣବ ଭୁବନେଶ୍ୱର, ଦେଖନ୍ତୁ ଫଟୋ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 16, 2018

ଜଳାର୍ଣ୍ଣବ ଭୁବନେଶ୍ୱର, ଦେଖନ୍ତୁ ଫଟୋ

bus

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତକାଲି ରାତିରୁ ଭୁବନେଶ୍ୱରରେ ବର୍ଷା ହେଉଛି। ଭୋର୍ ବେଳକୁ ବର୍ଷା ଟିକେ ଛାଡ଼ି ଥିଲା। ସକାଳେ ଝିପିଝିପି ବର୍ଷା ଚାଲିଥିଲା। ତେବେ ମଝିରେ ଜୋର୍ ବର୍ଷା ହୋଇଥିଲା। ଏତେ ଜୋର୍‌ରେ ବର୍ଷା ହେଲା ଯେ ଦେଖୁ ଦେଖୁ ପୂରା ରାଜଧାନୀ ଜଳମଗ୍ନ ହୋଇଗଲା। କେଉଁଠି ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ବହିଲା ତ କେଉଁଠି ଅଣ୍ଟାଏ ଉଚ୍ଚର। ବେଶ୍ କିଛି ସମୟ ଧରି ଭୁବନେଶ୍ୱରର ଅବସ୍ଥା କେମିତି ହୋଇଥିଲା ଏହି ଫଟୋଗୁଡ଼ିକରୁ ଦେଖି ଜାଣିପାରିବେ।

bus4bus6bus7bus8water6



from OdishaReporter https://ift.tt/2L1tbDi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages