
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିଲ୍ଲୀ ଏମ୍ସରୁ ଖୁବ୍ଶୀଘ୍ର ଡିସ୍ଚାର୍ଜ୍ ହେବେ ଜଗା କାଳିଆ। ଜଗା,କାଳିଆଙ୍କ ଡିସ୍ଚାର୍ଜ୍ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ୨ରୁ ୩ ଦିନ ମଧ୍ୟରେ ଉଭୟଙ୍କୁ ଦିଲ୍ଲୀର ଓଡ଼ିଶା ଭବନକୁ ସ୍ଥାନାନ୍ତର କରାଯିବାର ସମ୍ଭାବନା ରହିଛି। ଏହି ସୂଚନା ଦେଇଛନ୍ତି ଜଗା,କାଳିଆଙ୍କ ବାପା ଭୁଇଁଆ କହଁର।
from OdishaReporter https://ift.tt/2NSRLnB
No comments:
Post a Comment