ପାକିସ୍ତାନ ନ୍ୟାୟ ବ୍ୟବସ୍ଥାରେ ଇତିହାସ: ପ୍ରଥମ ମହିଳା ମୁଖ୍ୟ ବିଚାରପତି ହେବେ ‘ସେୟଦା ତାହିରା ସଫ୍‌ଦାର୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 24, 2018

ପାକିସ୍ତାନ ନ୍ୟାୟ ବ୍ୟବସ୍ଥାରେ ଇତିହାସ: ପ୍ରଥମ ମହିଳା ମୁଖ୍ୟ ବିଚାରପତି ହେବେ ‘ସେୟଦା ତାହିରା ସଫ୍‌ଦାର୍‌’

ଇସ୍‌ଲମାବାଦ୍: ପାକିସ୍ତାନର ‘ସେୟଦା ତାହିରା ସଫ୍‌ଦାର୍‌’ ନାମ୍ନୀ ମହିଳା, ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କୁ ବେଲୁଚିସ୍ତାନ୍ ହାଇକୋର୍ଟରେ ମୁଖ୍ୟ ବିଚାରପତି ବା ଚିଫ୍‌ ଜଷ୍ଟିସ୍ ଭାବେ ନିଯୁକ୍ତି ଦିଆଯାଇଛି। ପାକିସ୍ତାନରେ ଏହା ମହିଳାଙ୍କ ପାଇଁ ଏକ ବଡ଼ ଉପଲବ୍ଧି ବୋଲି କୁହାଯାଉଛି। ଏହି ନିଯୁକ୍ତି ଫଳରେ ସେୟଦା ପାକିସ୍ତାନର ପ୍ରଥମ ମହିଳା ଚିଫ୍‌ ଜଷ୍ଟିସ୍ ହେବାର ସୌଭାଗ୍ୟ ପାଇଛନ୍ତି। ପାକିସ୍ତାନୀ ଗଣମାଧ୍ୟମର ସୂଚନା ଅନୁଯାୟୀ, ‘ସେୟଦା ତାହିରା ସଫଦାର’ଙ୍କୁ ପାକିସ୍ତାନ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ହିଁ ନିଯୁକ୍ତି ପାଇଁ ବାଛିଥିଲେ। ପାକିସ୍ତାନର ରୁଢ଼ିବାଦୀ ତଥା ରକ୍ଷଣଶୀଳ ମୁସଲିମ୍ ସମାଜ, ମହିଳାମାନଙ୍କୁ ଏତେ ଅଧିକ ସ୍ୱାଧୀନତା ଦିଏନି। ତେଣୁ ପାକିସ୍ତାନର ନ୍ୟାୟ ଇତିହାସରେ ‘ସେୟଦା’ଙ୍କ ନିଯୁକ୍ତି ଖୁବ୍ ଗୁରୁତ୍ୱପୂର୍ଣ ଓ ଐତିହାସିକ



from OdishaReporter https://ift.tt/2LGsqvK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages