ଭଟ୍ଟାରିକା ମନ୍ଦିର ଭିତରେ ପଶିଲା ପାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 22, 2018

ଭଟ୍ଟାରିକା ମନ୍ଦିର ଭିତରେ ପଶିଲା ପାଣି

ନରସିଂହପୁର (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ବଡ଼ମ୍ୱାର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ଭିତରେ ପଶିଲା ବନ୍ୟା ପାଣି। ଫଳରେ ମା’ଙ୍କ  ଚଳନ୍ତି ପ୍ରତିମାଙ୍କୁ ସ୍ଥାନାନ୍ତର କରାଯାଇଛି। ବଡ଼ମ୍ୱାର ଦେବୋତ୍ତର ବିଭାଗ ଓ ମନ୍ଦିର ପୂଜକ ମାନଙ୍କ ଦ୍ୱାରା ମା’ଙ୍କ ପ୍ରତିମାକୁ ସ୍ଥାନାନ୍ତର କରାଯାଇଛି।  ତେବେ ରୀତିନୀତି ଅନୁସାରେ ମା’ଙ୍କ ପୂଜା ଠିକ୍‌ଠାକ୍‌ ଚାଲିଥିବା ବଡ଼ମ୍ୱା ଦେବତ୍ତୋର ବିଭାଗ କହିଛି।



from OdishaReporter https://ift.tt/2uVd7Ig

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages