୧୮ ଜୁଲାଇ, ବୁଧବାର: ସତର୍କ ରୁହନ୍ତୁ, ସଂପର୍କରେ ଫାଟ ଦେଖା ଦେଇପାରେ   - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 17, 2018

୧୮ ଜୁଲାଇ, ବୁଧବାର: ସତର୍କ ରୁହନ୍ତୁ, ସଂପର୍କରେ ଫାଟ ଦେଖା ଦେଇପାରେ  

zodaic

ମେଷ: କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ସୁବର୍ଣ୍ଣ ସୁଯୋଗ ମିଳିବ। ଅଫିସ୍‌ରେ କୌଣସି କାମ ପାଇଁ ଆପଣଙ୍କୁ ପ୍ରଶଂସା କରାଯାଇପାରେ।

ବୃଷ: ନିଜ ଉପରେ ଭରସା ରଖନ୍ତୁ। ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। ଅଫିସ୍‌ରେ କୌଣସି ନୂଆ କାମ ମିଳିପାରେ।

ମିଥୁନ: ମିଠା ମିଠା କଥା କହି ସବୁ କାମ କରାଇ ନେବେ। ଅଚାନକ ଧନଲାଭ ଯୋଗ ରହିଛି। ସମାଜରେ ମାନ ଓ ପ୍ରତିଷ୍ଠା ବଢ଼ିବ।

କର୍କଟ: ସଂପର୍କରେ ଫାଟ ଦେଖା ଦେଇପାରେ। ତେଣୁ ସତର୍କ ରୁହନ୍ତୁ। ଧନସଂପତ୍ତି ନେଇ ବିବାଦ ଦେଖା ଯାଇପାରେ। ନୂଆ କାମ ଧନ୍ଦା ସମ୍ବନ୍ଧରେ ବିଚାର କରିବା ଲାଗି ଦିନଟି ବେଶ୍ ଭଲ ଅଛି।

ସିଂହ: କୌଣସି ଅନୁଷ୍ଠାନ ତରଫରୁ ସମ୍ମାନିତ ହୋଇପାରନ୍ତି। ଆଜି ଆପଣ ଯେକୌଣସି ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ରହିବେ। ସକାରାତ୍ମକ ହେବେ। ବ୍ୟବସାୟରୁ ଫାଇଦା ମିଳିବ।

କନ୍ୟା: ନୂଆ କାମ ଆରମ୍ଭ କରିପାରିବେ। ରାଜନୀତିରେ ସଫଳତା ପାଇବେ। ପ୍ରେମ ସମ୍ବନ୍ଧ ଭଲ ରହିବ। ସୁସ୍ୱାଦୁ ଖାଦ୍ୟ ଖାଇବେ।

ତୁଳା: ଇଷ୍ଟଦେବଙ୍କୁ ସ୍ମରଣ କରନ୍ତୁ, ସମ୍ଭାବ୍ୟ ସଂକଟ ଦୂର ହେବ। ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେବ। ଗୁରୁତ୍ଵପୂର୍ଣ୍ଣ ଆଲୋଚନାରେ ଯୋଗଦେବା ପାଇଁ ସୁଯୋଗ ପାଇବେ।

ବିଛା: ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। କର୍ମଜୀବୀ ମହିଳାଙ୍କ ପାଇଁ ଦିନଟି ଭଲ ଅଛି।

ଧନୁ: ଅଫିସ୍‌ରେ ସହକର୍ମୀଙ୍କ ସହଯୋଗ ପାଇବେ। ବ୍ୟବସାୟରେ ନୂଆ ପ୍ରସ୍ତାବ ଲାଭଦାୟକ ହେବ। ପରିବାର ଲୋକଙ୍କ ସହଯୋଗ ମିଳିବ।

ମକର: ଅଫିସ୍‌ରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଖର୍ଚ୍ଚ ବଢ଼ିପାରେ।

କୁମ୍ଭ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଅଫିସ୍‌ରେ ନୂଆ ଦାୟିତ୍ଵ ମିଳିପାରେ। ଆର୍ଥିକ ସ୍ଥିତି ସୁଧୁରିବ। ବିରୋଧୀ କ୍ଷତି ପହଞ୍ଚାଇବା ପାଇଁ ଅସଫଳ ପ୍ରୟାସ କରିବେ।

ମୀନ: ବନ୍ଧୁମାନଙ୍କ ସହିତ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ଆଖପାଖର ଲୋକେ ଆପଣଙ୍କ ଉପରେ ସନ୍ତୋଷ ପ୍ରକଟ କରିବେ। ଯେଉଁମାନେ ନୂଆ କ୍ୟାରିୟର ଆରମ୍ଭ କରିବାକୁ ଚାହୁଁଛନ୍ତି ସେମାନେ ଭଲ ଜ୍ୟୋତିଷଙ୍କ ସହ ପରାମର୍ଶ କରିପାରନ୍ତି।



from OdishaReporter https://ift.tt/2JxZTXf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages