୨୭ ଜୁଲାଇ, ଶୁକ୍ରବାର: ଏହି ରାଶିର ଲୋକଙ୍କ ଉପରେ କାମର ଚାପ ବଢ଼ିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 26, 2018

୨୭ ଜୁଲାଇ, ଶୁକ୍ରବାର: ଏହି ରାଶିର ଲୋକଙ୍କ ଉପରେ କାମର ଚାପ ବଢ଼ିବ

zodaic

ମେଷ: ଆଜି ଦିନଟି ଭଲରେ କଟିବ। ସ୍ୱାସ୍ଥ୍ୟ ଭଲ ରହିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଚାକିରି ସମସ୍ୟା ଦୂର ହେବ।

ବୃଷ: ପାରିବାରିକ ଜୀବନ ଭଲ ରହିବ। ଆର୍ଥିକ ସମସ୍ୟା ଦୂର ହେବ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ମିଥୁନ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବିବାଦରୁ ଦୂରେଇ ରୁହନ୍ତୁ। ଦହି ଖାଇ ଘରୁ ବାହାରକୁ ଯାଆନ୍ତୁ।

କର୍କଟ: ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବ୍ୟବସାୟ ବଢ଼ିବ। ବିବାହ ସ୍ଥିର ହେବା ଯୋଗ ରହିଛି।

ସିଂହ: ଦେହ ଖରାପ ହୋଇପାରେ। କାମର ଚାପ ବଢ଼ିବ। ଦେଖିଚାହିଁ ଅର୍ଥ ଖର୍ଚ୍ଚ କରନ୍ତୁ।

କନ୍ୟା: ଘରେ ହସଖୁସିର ପରିବେଶ ରହିବ। ଅଟକି ରହିଥିବା କାମ ହୋଇଯିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ।

ତୁଳା: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ଠାକୁରଙ୍କ ପାଖରେ ଧଳା ରଙ୍ଗର ଫୁଲ ଅର୍ପଣ କରନ୍ତୁ।

ବିଚ୍ଛା: କୌଣସି ସ୍ଥାନକୁ ବୁଲାବୁଲି କରିବାକୁ ଯାଇପାରନ୍ତି। ପାରିବାରିକ ସମସ୍ୟାର ସମାଧାନ ହେବ। ଅର୍ଥପ୍ରାପ୍ତିର ଯୋଗ ରହିଛି।

ଧନୁ: ପୁରୁଣା ବନ୍ଧୁଙ୍କ ସହଯୋଗ ମିଳିବ। ଗାଡ଼ି କିଣିବାର ଯୋଗ ରହିଛି। ଅଟକି ରହିଥିବା କାମ ହୋଇଯିବ।

ମକର: ଜୀବନସାଥୀଙ୍କ ସହଯୋଗ ପାଇବେ। ପିତାମାତାଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ଧନପ୍ରାପ୍ତିର ଯୋଗ ରହିଛି।

କୁମ୍ଭ: ପାରିବାରିକ ବିବାଦରୁ ଦୂରେଇ ରୁହନ୍ତୁ। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ଭାବିଚିନ୍ତି କୌଣସି ନିଷ୍ପତ୍ତି ନିଅନ୍ତୁ।

ମୀନ: ଧନପ୍ରାପ୍ତିର ଯୋଗ ରହିଛି। ମାନ-ସମ୍ମାନ ବଢ଼ିବ। ବନ୍ଧୁ, ପରିଜନଙ୍କ ପାଖରୁ ଉପହାର ମିଳିପାରେ। ପିଲାମାନଙ୍କ ଉନ୍ନତି ଘଟିବ। ଅଟକି ରହିଥିବା କାମ ହୋଇଯିବ।



from OdishaReporter https://ift.tt/2LEqzuw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages