ଘରେ ପ୍ରସ୍ତୁତ କରନ୍ତୁ ‘ଆମ୍ବ ଖିରି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 19, 2018

ଘରେ ପ୍ରସ୍ତୁତ କରନ୍ତୁ ‘ଆମ୍ବ ଖିରି’

ଆବଶ୍ୟକ ସାମଗ୍ରୀ- କ୍ଷୀର, ପାଚିଲା ଆମ୍ବ, ଅରୁଆ ଚାଉଳ, ଚିନି, ଗୁଜୁରାତି, କାଜୁ, ପିସ୍ତାବାଦାମ (ଆଲ୍‌ମଣ୍ଡ୍‌)

ପ୍ରସ୍ତୁତି ପ୍ରଣାଳୀ- ପ୍ରଥମେ ଏକ ପ୍ୟାନ୍‌ରେ ଏକ ଲିଟର କ୍ଷୀରକୁ ଫୁଟାନ୍ତୁ। କାଜୁ ଏବଂ ପିସ୍ତାବାଦାମ୍‌କୁ ଛୋଟ ଛୋଟ କରି କାଟି ଦିଅନ୍ତୁ। ଅରୁଆ ଚାଉଳକୁ ଧୋଇ ଫୁଟୁଥିବା କ୍ଷୀରରେ ପକାଇ ଦିଅନ୍ତୁ। ଏହାପରେ କଟାଯାଇଥିବା କାଜୁ ଏବଂ ପିସ୍ତା ବାଦାମ୍‌କୁ ସେଥିରେ ପକାଇ ଦିଅନ୍ତୁ। ଖିରି ପ୍ରସ୍ତୁତ ହୋଇଗଲେ ଶେଷ ଆଡ଼କୁ ସେଥିରେ ଚିନି ଏବଂ ଗୁଜୁରାତି ପକାନ୍ତୁ। ଏହା ପରେ ଗ୍ୟାସ୍‌କୁ ବନ୍ଦ କରି ଦିଅନ୍ତୁ। ଖିରିକୁ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ଏବେ ସେଥିରେ ପାଚିଲା ଆମ୍ବର ରସ ପକାନ୍ତୁ। ଏଥିସହ ସେଥିରେ ଆପଣ ମଧ୍ୟମ ପାଚିଲା ଆମ୍ବକୁ ଛୋଟ ଛୋଟ ପିସ୍‌ କରି ମଧ୍ୟ ପକାଇ ପାରିବେ। ଏବେ ପ୍ରସ୍ତୁତ ହୋଇଗଲା ଆମ୍ବ ଖିରି।



from OdishaReporter https://ift.tt/2LqcHDS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages