ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକଙ୍କୁ ପୁଲିସ୍‌ର ପଚରାଉଚରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 26, 2018

ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକଙ୍କୁ ପୁଲିସ୍‌ର ପଚରାଉଚରା

ବରଗଡ଼(ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲା ଭଟଲିରେ ଗତ ଜୁନ୍ ୧ ତାରିଖରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଇରାସିସ୍ ଆଚାର୍ଯ୍ୟଙ୍କୁ ପୁଲିସ୍‌ ପଚରାଉଚରା କରିଛି। ବରଗଡ଼ ଏସ୍‌ପି ମୁକେଶ ଭାମୁଙ୍କ ନିର୍ଦ୍ଦେଶ ଅନୁସାରେ ବରଗଡ଼ ଟାଉନ୍‌ ଥାନା ପୁଲିସ୍‌ ଇରାସିସ୍‌ଙ୍କୁ ପଚରାଉଚରା କରିଛି।

ଗତ ଜୁନ୍‌ ପହିଲାରେ ବିଜେପି କାର୍ଯ୍ୟାଳୟ ତଥା ଇରାସିସ୍ ଆଚାର୍ଯ୍ୟଙ୍କ ଘରେ ଗୁଳିକାଣ୍ଡ ଘଟିଥିଲା। ଏଥିରେ ସୋହେଲା ଥାନା ଚମାରପଡ଼ାର ବୁଲୁ ସତନାମୀ ନାମକ ଯୁବକଙ୍କ ମୁଣ୍ଡରେ ଗୁଳିବାଜି ମତ୍ୟୁ ଘଟିଥିଲା। ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ଓ ଖୋକା ଜବତ ହୋଇଥିଲା। ତେବେ ବୁଲୁଙ୍କୁ ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି, ତାହା ଏବେବି ଅସ୍ପଷ୍ଟ ରହିଛି।

 

 



from OdishaReporter https://ift.tt/2uRjvBg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages