ଚକାପାଦରେ ପ୍ରବଳ ବର୍ଷା: ପୋଲ ଉପରେ ୫ ଫୁଟ୍‌ ଉଚ୍ଚର ପାଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 19, 2018

ଚକାପାଦରେ ପ୍ରବଳ ବର୍ଷା: ପୋଲ ଉପରେ ୫ ଫୁଟ୍‌ ଉଚ୍ଚର ପାଣି

ଫୁଲବାଣୀ (ତ୍ରିନାଥ ସାହୁ): ପ୍ରବଳ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲା ଚକାପାଦ ରାସ୍ତାର ବସ୍ତିଙ୍ଗିଆ ଗାଁ ନିକଟ ପୋଲ ଉପରେ ବର୍ଷା ପାଣି ପ୍ରବାହିତ ହେଉଛି। ଫଳରେ ଚକାପାଦ ବ୍ଲକରୁ ଟିକାବାଲି ବ୍ଲକ୍‌ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଆଜି ସକାଳୁ ପୋଲ ଉପରେ ପ୍ରାୟ ୪ରୁ ୫ ଫୁଟ୍‌ ଉଚ୍ଚରେ ବର୍ଷା ପାଣି ପ୍ରବାହିତ ହେଉଛି। ତେବେ ବର୍ଷା ସାମାନ୍ୟ କମିଥିବାରୁ ଜଳସ୍ତର ଧୀରେ ଧୀରେ କମୁଛି।

ଗତକାଲି ରାତିରୁ ଚକାପାଦ ଅଞ୍ଚଳରେ ବର୍ଷା ହେଉଛି। ରାତି ପ୍ରବଳ ବର୍ଷା ହୋଇଥିବାରୁ ଏଠାକାର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି।



from OdishaReporter https://ift.tt/2mxlXs4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages