ଅନାସ୍ଥା ଉପରେ ଆଲୋଚନା ଆରମ୍ଭ: କକ୍ଷତ୍ୟାଗ କଲେ ବିଜେଡି ସାଂସଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 19, 2018

ଅନାସ୍ଥା ଉପରେ ଆଲୋଚନା ଆରମ୍ଭ: କକ୍ଷତ୍ୟାଗ କଲେ ବିଜେଡି ସାଂସଦ

bjd

ନୂଆଦିଲ୍ଲୀ: ମୋଦି ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଲୋକସଭାରେ ଆଲୋଚନା ଆରମ୍ଭ ହୋଇଛି। ଆଲୋଚନା ପରେ ସରକାର ଭୋଟିଂର ସମ୍ମୁଖୀନ ହେବେ। ତେବେ ଏହି ପ୍ରକ୍ରିୟାରୁ ବିଜେଡି ନିଜକୁ ଦୂରେଇ ରଖିଛି। ଆଲୋଚନା ଆରମ୍ଭ ପୂର୍ବରୁ ବିଜେଡି ସଦସ୍ୟମାନେ କକ୍ଷତ୍ୟାଗ କରିଛନ୍ତି। ବିଜେଡି ସାଂସଦମାନେ କକ୍ଷତ୍ୟାଗ କରିବା ନେଇ ସାଂସଦ ଭର୍ତ୍ତୃହରି ମହତାବ ଗୃହରେ ସୂଚନା ଦେଇଥିଲେ।

୧୦ ବର୍ଷର ଉପା ସରକାର ଓ ୪ ବର୍ଷର ଏହି ସରକାର ରାଜ୍ୟ ପ୍ରତି ଅନ୍ୟାୟ କରିଛନ୍ତି। ଏ ଆଲୋଚନାରୁ ରାଜ୍ୟକୁ କିଛି ଲାଭ ମିଳିବ ନାହିଁ ବୋଲି ଭର୍ତ୍ତୃହରି କହିଥିଲେ। ଏହାପରେ ଦଳର ସାଂସଦମାନେ କକ୍ଷତ୍ୟାଗ କରିଥିଲେ।

bjd2ମୋଦି ସରକାରଙ୍କ ବିରୋଧରେ ଏହା ପ୍ରଥମ ଅନାସ୍ଥା ପ୍ରସ୍ତାବ। ସନ୍ଧ୍ୟା ୬ଟାରେ ମତଦାନ ହେବାକୁ ନିଷ୍ପତ୍ତି ହୋଇଛି। ଅନାସ୍ଥା ନେଇ ବିଭିନ୍ନ ଦଳ ପକ୍ଷରୁ ହ୍ୱିପ୍‌ ଜାରି କରାଯାଇଥିଲା।



from OdishaReporter https://ift.tt/2zXtDgI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages