ଗାଁରେ ପଶୁଛି ସମୁଦ୍ର ପାଣି: ୩ଟି ସାହିର ଲୋକେ ଜଳବନ୍ଦୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 16, 2018

ଗାଁରେ ପଶୁଛି ସମୁଦ୍ର ପାଣି: ୩ଟି ସାହିର ଲୋକେ ଜଳବନ୍ଦୀ

bramhagiri

ବ୍ରହ୍ମଗିରି (ରବିନାରାୟଣ ପୂଜାରୀ): କୃଷ୍ଣପ୍ରସାଦ ବ୍ଲକ ଅରଖକୁଦା ଗାଁରେ ସମୁଦ୍ର ପାଣି ପଶିବାରେ ଲାଗିଛି। ଫଳରେ ଗାଁର ଲକ୍ଷ୍ମୀନାରାୟଣ ସାହି, ହରଚଣ୍ଡୀ ସାହି ଓ ମଙ୍ଗଳା ସାହିର ଲୋକେ ଏକପ୍ରକାର ଜଳବନ୍ଦୀ ଜୀବନ ବିତାଉଛନ୍ତି।

bramhagiriଏଠାରେ ବର୍ଷା ଜଳ କଲଭର୍ଟ ଦେଇ ଚିଲିକାକୁ ନିଷ୍କାସନ ହେବା କଥା। ହେଲେ ଗାଁ ପାଖରେ ଖୋଲିଥିବା ଏକ ନୂଆ ମୁହାଁଣ ଦେଇ ସମୁଦ୍ର ପାଣି ଚିଲିକାରେ ପ୍ରବେଶ କରୁଛି। ଫଳରେ କଲଭର୍ଟ ଦେଇ ବର୍ଷା ପାଣି ଚିଲିକାକୁ ଯାଇ ପାରୁନି। ଅନ୍ୟ ପକ୍ଷରେ ଚିଲିକାରେ ସମୁଦ୍ର ପାଣି ପଶୁ ଥିବାରୁ ଏହା ଉକ୍ତ କଲଭର୍ଟ ଦେଇ ଗାଁ ଭିତରକୁ ପ୍ରବେଶ କରୁଛି।

bramhagiri



from OdishaReporter https://ift.tt/2Jqapjn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages