
ଆଠଗଡ଼ (ନୀଳକଣ୍ଠ ଦୋରା): ଖୁଣ୍ଟୁଣୀ ବନାଞ୍ଚଳ ଦେଇ ଯାଇଥିବା ମଙ୍ଗଳି-ଢେଙ୍କାନାଳ ରାସ୍ତାର ବଉଳ ଛକ ନିକଟରେ ବହୁ ସମୟ ଧରି ଏକ ହାତୀ ପଲ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ଫଳରେ ଏହି ରାସ୍ତା ଦେଇ ଯାଉଥିବା ଶହ ଶହ ଗାଡ଼ି ଅଟକି ରହିଥିଲା। ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ବିଳମ୍ୱରେ ପହଞ୍ଚିବା ଯୋଗୁଁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବନ କର୍ମଚାରୀମାନେ ହାତୀକୁ ଘଉଡ଼ାଇବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା।
from OdishaReporter https://ift.tt/2Nv2rHX
No comments:
Post a Comment