ନବବଧୂର ତଣ୍ଟି କାଟିବା ପରେ ନିଜ ତଣ୍ଟି କାଟିଦେଲେ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 25, 2018

ନବବଧୂର ତଣ୍ଟି କାଟିବା ପରେ ନିଜ ତଣ୍ଟି କାଟିଦେଲେ ଯୁବକ

ଭଞ୍ଜନଗର (ପ୍ରଦୀପ ସ୍ୱାଇଁ ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଛି। ଜଣେ ଯୁବକ ଜଣେ ନବବଧୂକୁ ତଣ୍ଟିକାଟି ହତ୍ୟା କରିବା ପରେ ନିଜେ ମଧ୍ୟ ତଣ୍ଟିକାଟି ଆତ୍ମହତ୍ୟା ଉଦ୍ୟମ କରିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ବାହାଘରର ୧୦ ଦିନ ପରେ ନବବଧୂ ଜଣଙ୍କ ସ୍ୱାମୀଙ୍କ ସହ ତାଙ୍କ ବାପ ଘରକୁ ଆସିଥିଲେ। ବୁଗୁଡ଼ା ଥାନା ଅନ୍ତର୍ଗତ ଏ. କରଡ଼ାବାଡ଼ି ଗାଁରେ ତାଙ୍କ ବାପ ଘର। ଯୁବକ ଜଣଙ୍କ ମଧ୍ୟ ସେହି ଗାଁର। ଯୁବକ ଜଣଙ୍କ ହଠାତ୍ ଆଜି ତାଙ୍କ ଘରେ ପଶି ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।



from OdishaReporter https://ift.tt/2NJdIVe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages