ସିରିଜ୍ ଚୋରି ଘଟଣାରେ ଜଣେ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 25, 2018

ସିରିଜ୍ ଚୋରି ଘଟଣାରେ ଜଣେ ଗିରଫ

ରାଇରଙ୍ଗପୁର(ରାଜେଶ କୁମାର ଶର୍ମା): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରରେ କିଛି ମାସ ତଳେ ଘଟିଥିବା ସିରିଜ୍‌ ଚୋରି ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ପୁଲିସ୍‌ ଗିରଫ କରିଛି। ତା ନାଁ ଶଙ୍କର ଦାସ(୩୫)। ସେ ୱାର୍ଡ ନମ୍ୱର ୩ରେ ରହେ। ଶଙ୍କର ନିକଟରୁ ଚୋରି ପାଇଁ ବ୍ୟବହାର କରାଯାଉଥିବା ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏଥିସହ ଚୋରି ସାମଗ୍ରୀକୁ ମଧ୍ୟ ପୁଲିସ୍‌ ଜବତ କରିଛି। ଏହି ଘଟଣାରେ ସାମିଲ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବାକୁ ଉଦ୍ୟମ କରାଯାଉଥିବା ରାଇରଙ୍ଗପୁର ଟାଉନ୍‌ ଥାନା ଅଧିକାରୀ ରଞ୍ଜିତ କୁମାର ସେଠୀ କହିଛନ୍ତି।

 

 



from OdishaReporter https://ift.tt/2LCcfCN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages