ବଣ୍ଟା ହେଉଛି କାର୍‌ ପାସ୍‌, ସେବାୟତଙ୍କ ପାସ୍‌ରେ ଗାଡ଼ି ପାର୍କିଂ କରୁଛନ୍ତି ଯାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 17, 2018

ବଣ୍ଟା ହେଉଛି କାର୍‌ ପାସ୍‌, ସେବାୟତଙ୍କ ପାସ୍‌ରେ ଗାଡ଼ି ପାର୍କିଂ କରୁଛନ୍ତି ଯାତ୍ରୀ

ପୁରୀ (ଓଡ଼ିଶା ରିପୋର୍ଟର): ଗାଡ଼ି ପାର୍କିଂ ପାଇଁ ଶ୍ରୀମନ୍ଦିର ସେବାୟତଙ୍କ ପାସ୍ ଅନ୍ୟକୁ ଦିଆଯାଇଥିବା ଅଭିଯୋଗ ହୋଇଛି। ସୋଶାଲ୍ ମିଡିଆରେ ସେହି ପାସ୍‌ର ଫଟୋ ଭାଇରାଲ୍ ହୋଇଛି। ଯାହାକୁ ନେଇ ନୂଆ ବିବାଦ ମୁଣ୍ଡ ଟେକିଛି।

ଚଳିତ ଘୋଷଯାତ୍ରା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେବାୟତଙ୍କ ପାସ୍‌କୁ ଅନ୍ୟ ଜଣକୁ ଦିଆଯାଇଛି। ସେହି ବ୍ୟକ୍ତି ଜଣକ ନିଜ ବାକ୍‌ ପାଇଁ ଏହି ପାସ୍ ବ୍ୟବହାର କରିଛନ୍ତି। ଏହା ଜଣାପଡ଼ିବା ପରେ ପାସ୍‌ରେ ଅପବ୍ୟବହାର ନେଇ ଅସନ୍ତୋଷ ଦେଖାଦେଇଛି।

ତେବେ କେହି ଏହି ପାସ୍ଅନ୍ୟକୁ ଦେଇଛନ୍ତି କି ଉଦ୍ଦେଶ୍ୟମୂଳକ ଭାବେ ଏପରି କରାଯାଇଛି, ତା’ର ତଦନ୍ତ ହେବ ବୋଲି ପୁରୀ ଏସ୍‌ପି ସାର୍ଥକ ଷଡ଼ଙ୍ଗୀ କହିଛନ୍ତି।

 



from OdishaReporter https://ift.tt/2Li5gi0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages