ଏବେ ହ୍ୱାଟ୍‌ସଆପ୍‌ରେ କରିପାରିବେ ଗ୍ରୁପ୍‌ ଭିଡିଓ କଲିଂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 31, 2018

ଏବେ ହ୍ୱାଟ୍‌ସଆପ୍‌ରେ କରିପାରିବେ ଗ୍ରୁପ୍‌ ଭିଡିଓ କଲିଂ

ଲୋକପ୍ରିୟ ମେସେଜିଂ ଆପ୍‌ ହ୍ୱାଟ୍ସଆପ୍‌ରେ ଆରମ୍ଭ ହୋଇଯାଇଛି ଗ୍ରୁପ୍‌ ଭିଡିଓ କଲିଂ ବ୍ୟବସ୍ଥା। ଡେଭେଲପର୍ କନ୍‌ଫ୍ରେନ୍ସ F8ରେ କମ୍ପାନୀ ଏହାର ଘୋଷଣା କରିଛି।

ସୂଚନା ମୁତାବକ ହ୍ୱାଟ୍ସଆପ୍‌ ଭିଡିଓ କଲିଂର ଏହି ଫିଚର୍‌କୁ ଲାଇଭ୍‌ କରି ଦିଆଯାଇଛି। ଏବେ ବିଶ୍ୱର ସମସ୍ତ iso ୟୁଜର୍‌ ଓ ଆଣ୍ଡ୍ରଏଡ୍‌ ୟୁଜର୍‌ଙ୍କୁ ଏହି ସୁବିଧାର ଲାଭ ଉଠାଇ ପାରିବେ।

ହ୍ୱାଟ୍ସଆପ୍‌ ଗ୍ରୁପ୍‌ କଲିଂରେ ଚାରି ଜଣ ୟୁଜର୍‌ ଏକାସାଙ୍ଗରେ ଗ୍ରୁପ୍‌ ଭିଡିଓ ଚ୍ୟାଟ୍‌ କରିପାରିବେ। ଏହି ଫିଚର୍‌କୁ ଏଭଳି ଭାବେ ଡିଜାଇନ୍‌ କରାଯାଇଛି ଯେ, ଏହାକୁ ବ୍ୟବହାର କରିବା ପାଇଁ ହାଇ ସ୍ପିଡ୍ ଡାଟା ଦରକାର ହେବ ନାହିଁ।

ହ୍ୱାଟ୍ସଆପ୍‌ ଗ୍ରୁପ୍‌ ଭିଡିଓ କଲ୍‌ କରିବା ପାଇଁ ୟୁଜରଙ୍କୁ ପ୍ରଥମେ ଜଣଙ୍କୁ କଲ୍‌ କରିବାକୁ ହେବ। ଏହା ପରେ ଆପଣ ଅନ୍ୟ ୨ ଜଣଙ୍କୁ ଆଡ୍‌ କରିପାରିବେ। ଯଦି ଆପଣଙ୍କ ହ୍ୱଟ୍ସଆପ୍‌ରେ ଏହି ଫିଚର ଆସୁ ନାହିଁ, ତେବେ ପ୍ଲେଷ୍ଟୋର୍‌କୁ ଯାଇ ଏହାକୁ ଅପଡେଟ୍‌ କରନ୍ତୁ।

 



from OdishaReporter https://ift.tt/2LGjSZN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages