ପ୍ରଥମ ଦିନିକିଆ: ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 12, 2018

ପ୍ରଥମ ଦିନିକିଆ: ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟସ୍‌ ଜିତି ଭାରତର ଫିଲ୍ଡିଂ ନିଷ୍ପତ୍ତି। ଟେଣ୍ଟବ୍ରିଜରେ ଖେଳାଯାଉଥିବା ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି। ଶ୍ରେୟସ ଆୟର, ଦିନେଶ କାର୍ତ୍ତିକ, ଭୁବନେଶ୍ୱର କୁମାର, ଅକ୍ଷର ପଟେଲ୍‌ , ଶର୍ଦ୍ଦାଳୁ ଠାକୁରଙ୍କୁ ଆଜିର ମ୍ୟାଚ୍‌ରେ ଟିମ୍‌ ଇଲେଭେନ୍‌ରେ ସ୍ଥାନ ମିଳିନାହିଁ। ଭାରତ ଦିନିକିଆ ସିରିଜକୁ ଜିତି ମନୋବଳ ଦୃଢ କରିବା ଆଶାରେ ପଡ଼ିଆକୁ ଓହ୍ଲାଇଛି। ପୂର୍ବରୁ ଭାରତ ଟି-ଟ୍ୱେଣ୍ଟି ସିରିଜକୁ ୨-୧ରେ ଜିତିନେଇଛି। ଅନ୍ୟପଟେ ଇଂଲଣ୍ଡ ଭଲ ଆରମ୍ଭ କରିଛି। ଇଂଲଣ୍ଡ ପକ୍ଷରୁ ଜସନ୍‌ ରୟ ଓ ଜନି ବେର୍ଷ୍ଟୋ ପାଳି ଓପନ୍ କରିବାକୁ ପଡ଼ିଆକୁ ଓହାଇଥିଲେ।



from OdishaReporter https://ift.tt/2NJ8869

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages