୩୧ ଜୁଲାଇ, ମଙ୍ଗଳବାର: ଜାଣନ୍ତୁ ଆର୍ଥିକ ସ୍ଥିତି କେମିତି ରହିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 30, 2018

୩୧ ଜୁଲାଇ, ମଙ୍ଗଳବାର: ଜାଣନ୍ତୁ ଆର୍ଥିକ ସ୍ଥିତି କେମିତି ରହିବ

Rasiphala

ମେଷ: ପିତାମାତାଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ଜୀବନସାଥୀଙ୍କ ସହଯୋଗ ପାଇବେ। ଧନପ୍ରାପ୍ତିର ଯୋଗ ରହିଛି।

ବୃଷ: ଧନପ୍ରାପ୍ତିର ଯୋଗ ରହିଛି। ବନ୍ଧୁ ପରିଜନଙ୍କ ପାଖରୁ ଉପହାର ପାଇପାରନ୍ତି। ଜୀବନସାଥୀଙ୍କ ସହଯୋଗ ପାଇବେ। ଘରେ କୌଣସି ମଙ୍ଗଳ କାର୍ଯ୍ୟ ହୋଇପାରେ।

ମିଥୁନ: ଧନପ୍ରାପ୍ତିର ଯୋଗ ରହିଛି। ମାନ-ସମ୍ମାନ ବଢ଼ିବ। ଉପହାର ମିଳିପାରେ। କ୍ୟାରିଅରକୁ ନେଇ ଥିବା ସମସ୍ୟା ଦୂର ହେବ। ବିବାହ ସ୍ଥିର ହେବାର ଯୋଗ ରହିଛି।

କର୍କଟ: ପାରିବାରିକ ସମ୍ପର୍କରେ ସମସ୍ୟା ଦେଖାଦେଇପାରେ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଗୁଡ଼ ଖାଇ ଘରୁ ବାହାରନ୍ତୁ।

ସିଂହ: ଆଇନଗତ ଲଢ଼େଇରେ ସଫଳତା ମିଳିବ। ପାରିବାରିକ ସମସ୍ୟା ଦୂର ହେବ। ଧନପ୍ରାପ୍ତିର ଯୋଗ ରହିଛି।

କନ୍ୟା: କାମର ଚାପ ବଢ଼ିବ। ଧାଁ ଦୌଡ଼ରେ ଦିନଟି କଟିବ। ଅଟକି ରହିଥିବା କାମ ହୋଇଯିବ।

ତୁଳା: ଆର୍ଥିକ ସ୍ଥିତି ଦୃଢ଼ ହେବ। ବ୍ୟବସାୟ ପରିସର ବଢ଼ିବ। ପିଲାମାନଙ୍କ ଉନ୍ନତି ହେବ।

ବିଛା: ଦୁର୍ଘଟଣାର ଯୋଗ ରହିଛି। ଜୀବନସାଥୀଙ୍କ ସହ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ହନୁମାନ ଚାଳିଶା ପାଠ କରନ୍ତୁ।

ଧନୁ: ଘରେ ମଙ୍ଗଳ କାର୍ଯ୍ୟ ହୋଇପାରେ। ଧାଁ ଦୌଡ଼ରେ ଦିନଟି କଟିବ। କୌଣସି କାଗଜପତ୍ର କାମରେ ସାବଧାନତା ଅବଲମ୍ବନ କରନ୍ତୁ।

ମକର: ସ୍ୱାସ୍ଥ୍ୟ ଠିକ୍‌ ରହିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଚାକିରି ସମସ୍ୟା ଦୂର ହେବ।

କୁମ୍ଭ: ହଠାତ୍‌ ଧନପ୍ରାପ୍ତିର ଯୋଗ ରହିଛି। ଅଟକି ରହିଥିବା କାମ ହୋଇଯିବ। ମାନ-ସମ୍ମାନ ବୃଦ୍ଧି ପାଇବ।

ମୀନ: ପାରିବାରିକ ସମ୍ପର୍କ ଭଲ ରଖନ୍ତୁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଭଗବାନଙ୍କୁ ଲାଲ ରଙ୍ଗର ଫୁଲ ଅର୍ପଣ କରନ୍ତୁ।



from OdishaReporter https://ift.tt/2NUigs8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages