
କେନ୍ଦ୍ରାପଡ଼ା (ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ଖୋଲିବ ଭିତରକନିକା ଅଭୟାରଣ୍ୟ। ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ପର୍ଯ୍ୟଟକଙ୍କ ଲାଗି ଗତ ମେ’ ୧ ତାରିଖରୁ ବନ୍ଦ ଥିଲା ଭିତରକନିକା। ପ୍ରଜନନ ଋତୁ ଶେଷ ହୋଇଥିବାରୁ କାଲିଠୁ ପର୍ଯ୍ୟଟକମାନେ ଭିତରକନିକା ବୁଲିବାର ସୁଯୋଗ ପାଇ ପାରିବେ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।
ଭିତରକନିକା ଅଭୟାରଣ୍ୟ ଗତ ମେ’ ୧ରୁ ଜୁଲାଇ ୩୧ ତାରିଖ ଯାଏଁ ବନ୍ଦ ରହିଥିଲା। ତେଣୁ ବନ୍ୟପ୍ରାଣୀ ପ୍ରେମୀ ଓ ପର୍ଯ୍ୟଟକମାନେ ଭିତରନିକା ଯିବାରୁ ବଞ୍ଚିତ ହେଉଥିଲେ।
from OdishaReporter https://ift.tt/2vqdvPs
No comments:
Post a Comment