ମନ୍ଦିରରେ ପ୍ରବେଶ କରିବା ପରେ ପ୍ରଥମେ କ’ଣ କରିବା ଉଚିତ୍? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 8, 2018

ମନ୍ଦିରରେ ପ୍ରବେଶ କରିବା ପରେ ପ୍ରଥମେ କ’ଣ କରିବା ଉଚିତ୍?

temple

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣମାନେ ମନ୍ଦିର ଯାଉଥିବେ। ତେବେ ମନ୍ଦିର ଯିବା ଓ ସେଠାରେ ଠାକୁରଙ୍କ ଦର୍ଶନ କରିବା ନେଇ କିଛି ନୀତିନିୟମ ରହିଛି। ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ, ମନ୍ଦିରରେ ଭଗବାନଙ୍କୁ ଦର୍ଶନ କରିବା ପୂର୍ବରୁ କିଛି କାର୍ଯ୍ୟ ପ୍ରତି ଧ୍ୟାନ ଦେବା ଜରୁରୀ। ମନ୍ଦିରରେ ପ୍ରବେଶ କରିବା ମାତ୍ରେ ବାହାରେ ଥିବା ବାହନକୁ ପ୍ରଣାମ କରନ୍ତୁ। ଯଦି ଆପଣ ଶିବ ମନ୍ଦିର ଯାଉଥିବେ ତେବେ ବାହାରେ ବୃଷଭ ଥିବେ। ସେହିପରି ଜଗନ୍ନାଥ ମନ୍ଦିର ବାହାରେ ଗରୁଡ଼, ଦେବୀ ମା’ଙ୍କ ମନ୍ଦିରରେ ସିଂହ କିମ୍ବା ଘୋଡ଼ା ବାହନ ଥାଆନ୍ତି। ସେମାନଙ୍କୁ ମୁଣ୍ଡିଆ ମାରିବା ପରେ ଘଣ୍ଟି ବଜାନ୍ତୁ, ତା’ପରେ ମନ୍ଦିରର ଗର୍ଭଗୃହରେ ଦିଅଁ ଦର୍ଶନ କରନ୍ତୁ। ଠାକୁର ଦର୍ଶନ କରି ଫେରିବା ବେଳେ କିଛି ସମୟ ମନ୍ଦିର ବେଢ଼ାରେ ବସନ୍ତୁ। ତା’ପରେ ମନ୍ଦିର ବାହାରକୁ ଆସନ୍ତୁ।



from OdishaReporter https://ift.tt/2ATHtkz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages