ଦୁଇ ଜଣଙ୍କ ଉପରେ ମାଡ଼ିଗଲା ଟ୍ରେନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 24, 2018

ଦୁଇ ଜଣଙ୍କ ଉପରେ ମାଡ଼ିଗଲା ଟ୍ରେନ୍‌

jharsuguda

ଝାରସୁଗୁଡ଼ା (ଭାଗୀରଥି ସାହୁ): ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ରେଳ ଷ୍ଟେସନ୍‌ ନିକଟ ନୂଆପଡ଼ା ଠାରେ ରେଳ ଲାଇନ୍‌ରେ ଏକ ଦୁର୍ଘଟଣା ଘଟିଛି। ହାୱଡ଼ା-ଅହମ୍ମଦାବାଦ ଏକ୍ସପ୍ରେସ୍‌ରେ କଟି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ନିଖିଲ (୫) ଓ ଦେବୀ ଗୁପ୍ତା(୪୫)।

ସୂଚନା ଅନୁସାରେ, ନିଖିଲ ଅସାବଧାନତା ସହ ରେଳ ଧାରଣା ନିକଟକୁ ଚାଲିଯାଇଥିଲେ। ତାଙ୍କ ସଂପର୍କୀୟା ଦେବୀ ଗୁପ୍ତା ତାଙ୍କୁ ଆଣିବାକୁ ଯାଇଥିବା ବେଳେ ହଠାତ୍ ଟ୍ରେନ୍‌ ଆସିଯାଇଥିଲା ଓ ଉଭୟଙ୍କୁ ଧକ୍କା ଦେଇଥିଲା।

ନିଖିଲ ତାଙ୍କ ପରିବାର ସହ ବ୍ରଜରାଜନଗରରେ ରହନ୍ତି। ସେ ଏକ ଏକୋଇଶା ଉତ୍ସବରେ ଯୋଗ ଦେବା ପାଇଁ ଦେବୀ ଗୁପ୍ତାଙ୍କ ଘରକୁ ତାଙ୍କ ବାପାମା’ଙ୍କ ସହିତ ନୂଆପଡ଼ାକୁ ଯାଇଥିଲେ।



from Odisha Reporter https://ift.tt/2MthDJy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages