ଗାଈଆଳ ଝିଅ ସହ କଥା ହେଲାବେଳେ, ନେତାଙ୍କୁ ଦେଖି ଏମିତି କହିଲେ ଝିଅର ବାପା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 27, 2018

ଗାଈଆଳ ଝିଅ ସହ କଥା ହେଲାବେଳେ, ନେତାଙ୍କୁ ଦେଖି ଏମିତି କହିଲେ ଝିଅର ବାପା

ନେତା

ଆଗକୁ ନିର୍ବାଚନ ଆସୁଛି। ତେଣୁ ବହୁବର୍ଷ ପରେ ଏମ‌୍ଏଲ୍‌ଏ ମହାଶୟ ଏରିଆ ବୁଲୁଥିଲେ।

ଏତିକି ବେଳେ ଗୋଟେ ଗାଈଆଳ ଝିଅ ପାଖରେ ଗାଡି ଅଟକାଇ ନେତାବାବୁ ତା ଦୁଃଖସୁଖ ପଚାରିଲେ।

କଥାବାର୍ତ୍ତା ଶୁଣି ଘର ଭିତରୁ ଝିଅର ବାପା ପାଟିକଲା- ‘କାହା ସାଙ୍ଗରେ କଥା ହେଉଛୁକି ଲୋ ଟୁନି… ଭିତରକୁ ଆସେ…’

ଏପଟୁ ନେତାଙ୍କର ଜଣେ ଚାମୁଣ୍ଡା ବଡ଼ ପାଟିରେ ଉତ୍ତର ଦେଲେ- ‘ଆଜ୍ଞା ଆପଣଙ୍କ ଦୁଆରକୁ ନିଜେ ଏମ୍‌ଏଲ୍‌ଏ ଆସିଛନ୍ତି।

ଉତ୍ତର ଶୁଣିବା ପରେ ଘର ଭିତରୁ ଆହୁରି ଜୋର୍‌ରେ ପାଟି ଶୁଭିଲା- ‘ତାହେଲେ ଝିଅ, ବାହାରେ ବନ୍ଧା ଯାଇଥିବା ଛେଳିଗୁଡ଼ାକୁ ମଧ୍ୟ ଘର ଭିତରକୁ ନେଇ ଆସେ..



from Odisha Reporter https://ift.tt/2ogFOMJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages