ଲିପ୍‌ଷ୍ଟିକ୍‌ ଲଗାଇବାରେ ରହିଛି ଏହି ଉପକାରିତା, ଜାଣନ୍ତୁ କ’ଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 12, 2018

ଲିପ୍‌ଷ୍ଟିକ୍‌ ଲଗାଇବାରେ ରହିଛି ଏହି ଉପକାରିତା, ଜାଣନ୍ତୁ କ’ଣ

lipstic

ଭୁବନେଶ୍ୱର: ମହିଳାମାନେ ମେକ୍‌ଅପ୍ ପ୍ରିୟ। ମୁହଁର ମେକ୍‌ଅପ୍ ବେଳେ ଓଠ ଉପରେ ଅଧିକ ଗୁରୁତ୍ୱ ଦେଇଥାନ୍ତି। କାରଣ ଓଠର ମେକ୍‌ଅପ୍‌ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଦେଇଥାଏ। ଏହାସହ ଆକର୍ଷଣୀୟ ଲୁକ୍‌ ବି ଦେଇଥାଏ। ସେଥିପାଇଁ ଓଠ ମେକ୍‌ଅପ୍ ପାଇଁ ସେମାନେ ସାଧାରଣତଃ ଲିପ୍‌ଷ୍ଟିକ୍‌, ଲାଇନର୍‌ ଓ ଗ୍ଲସ୍ ଆଦି ବ୍ୟବହାର କରିଥାଆନ୍ତି।

ଏକ୍ସପର୍ଟମାନେ ମଧ୍ୟ ନିଜ ସ୍କିନ୍‌ ମୁତାବକ୍‌ ଲିପ୍‌ଷ୍ଟିକ୍‌ କଲର୍ ବାଛିବାକୁ ଉପଦେଶ ଦେଇଥାନ୍ତି।  ଆପଣ ଜାଣିଛନ୍ତି, ଲିପ୍‌ଷ୍ଟିକ୍‌ କେବଳ ସୌନ୍ଦର୍ଯ୍ୟ ବଢ଼ାଇ ନଥାଏ, ଏହାର ଅନେକ ଉପକାରିତା ମଧ୍ୟ ରହିଛି।

ତେବେ ଚାଲନ୍ତୁ ଜାଣିବା କ’ଣ ରହିଛି ଏହାର ଉପକାର।

lipsticଏହା ଆପଣଙ୍କୁ  ସୂର୍ଯ୍ୟକିରଣରୁ ରକ୍ଷା କରି କରିବା ସହ ଓଠକୁ କୋମଳ ରଖିଥାଏ।

lipsticଲିପ୍‌ଷ୍ଟିକ୍‌ ଆପଣଙ୍କ ଲୁକ୍‌କୁ ବଦଳାଇ ଦିଏ। ଠିକ୍‌ କଲର୍ ବାଛିଲେ ତାହା ଓଠକୁ ଏକ ଭିନ୍ନ ଲୁକ୍ ଦେଇଥାଏ।

lipstic ଏକ ଗବେଷଣାରୁ ଜଣାପଡ଼ିଛି  ଲିପ୍‌ଷ୍ଟିକ୍‌ ଲଗାଉଥିବା ମହିଳା ଖୁବ୍‌ କନ୍‌ଫିଡେଣ୍ଟ୍‌ ଓ ପାୱାର୍‌ଫୁଲ୍‌ ଅନୁଭବ କରିଥାଆନ୍ତି। ଏମିତି ମହିଳା ଅନ୍ୟଙ୍କୁ ଅଧିକ ଆକର୍ଷିତ କରିଥାନ୍ତି।

lipsticଲିପ୍‌ଷ୍ଟିକ୍‌ ଲଗାଇବା ଦ୍ୱାରା ମନୋବୈଜ୍ଞାନିକ ପ୍ରଭାବ ବି ପଡ଼ିଥାଏ। ଏହା ମସ୍ତିଷ୍କକୁ ଶାନ୍ତି ଦେବା ସହ ମହିଳାମାନଙ୍କୁ ସଶକ୍ତ କରାଇଥାଏ। ଯାହା କଠିନ ପରିସ୍ଥିତିର ସମ୍ମୁଖୀନ ହେବାକୁ ସାହସ ଯୋଗାଇଥାଏ।

lipsticଲିପ୍‌ଷ୍ଟିକ୍‌ ଆପଣଙ୍କୁ ସେକ୍ସି ଲୁକ୍‌ ଦେଇଥାଏ। ଡ୍ରେସ୍‌ ସହ ବ୍ରାଇଟ୍‌ କିମ୍ବା ବ୍ଲଡ୍‌ ରେଡ୍‌ କଲର୍‌ ଲିପଷ୍ଟିକ୍‌ ସେନ୍ସୁଆଲ୍‌ ଅପିଲ୍‌ ବଢାଇଥାଏ।



from OdishaReporter https://ift.tt/2ny2OGZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages