ମହାନଦୀରେ ବୁଡ଼ି ଗଲେ ୨ କାଉଡ଼ିଆ: ଜଣେ ଉଦ୍ଧାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 12, 2018

ମହାନଦୀରେ ବୁଡ଼ି ଗଲେ ୨ କାଉଡ଼ିଆ: ଜଣେ ଉଦ୍ଧାର

ଜଗତସିଂହପୁର(ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଦେଇ ଯାଇଥିବା ମହାନଦୀର ଝୁଲା ବାବା ଘାଟରେ ପାଣି ଉଠାଉ ଥିବା ବେଳେ ଦୁଇଜଣ କାଉଡ଼ିଆ ବୁଡ଼ିଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ନିଖୋଜ ଅଛନ୍ତି।

ଉଦ୍ଧାର ଯୁବକ ଜଣଙ୍କ ହେଲେ ସରୋଜ ନାଥ। ସରୋଜଙ୍କୁ  ଚିକିତ୍ସା ପାଇଁ ମଣିଜଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ନିଖୋଜ ଯୁବକ ହେଲେ ମହମ୍ମଦାବାଦ ଗାଁର ରାଜକିଶୋର ଦାସ।

ଅଗ୍ନିଶମ ବିଭାଗ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ଚଳାଇଛନ୍ତି।

 



from OdishaReporter https://ift.tt/2MFKXbZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages