
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ଆଜି ୩୪୦ ଗ୍ରାମ ସୁନା ଜବତ କରାଯାଇଛି।
ଜବତ ସୁନାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ୫୬ ହଜାର ଟଙ୍କା ହେବ।
କ୍ୱାଲାଲମ୍ପପୁରରୁ ଚେନ୍ନାଇକୁ ସୁନା ଚୋରା ଚାଲାଣ ବେଳେ ଭୁବନେଶ୍ୱର ବିମାନବନ୍ଦରରେ କଷ୍ଟମ୍ସ ବିଭାଗ ହାତରେ ଧରା ପଡ଼ିଥିଲା।
ଏହି ଘଟଣାରେ ଦୁଇ ଜଣଙ୍କ ଅଟକ ରଖାଯାଇ ପଚରାଉଚରା କରାଯାଉଛି।
from Odisha Reporter https://ift.tt/2wrDUNM
No comments:
Post a Comment