
ପାଟକୁରା(ମନୋଜ ସ୍ୱାଇଁ): ଟିଟୋ ଲିଙ୍କ୍ରେ ପୁଣି ଜଣଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚର ଏସଟିଏଫ୍। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ମହିପାଳର କମ୍ପୁଟର ଦୋକାନୀ ସରୋଜ ପତିଙ୍କୁ ଗତକାଲି ବିଳମ୍ବିତ ରାତିରେ ଏସଟିଏଫ୍ ଉଠାଇ ନେଇଛି।
ଟିଟୋ ଓ ତାର ଭାଇମାନଙ୍କ ଘରେ ସରୋଜ ସିସିଟିଭି କ୍ୟାମେରା ଲଗାଇଥିଲା। ତେବେ ଟିଟୋ ଗିରଫ ପରେ ସରୋଜ ଏଥିରୁ ପ୍ରମାଣ ନଷ୍ଟ କରିଥିବା କ୍ରାଇମବ୍ରାଞ୍ଚ୍ ଜାଣିବାକୁ ପାଇଥିଲା।
କେବଳ ଏତିକି ନୁହେଁ, ଟିଟୋର ଭାଇମାନଙ୍କୁ ଫେରାର ହେବାରେ ସରୋଜ ସହାୟତା କରିଥିବା ଏସଟିଏଫ୍ ତଥ୍ୟ ପାଇବା ପରେ ତାଙ୍କୁ ଉଠାଇ ନେଇଛି।
from Odisha Reporter https://ift.tt/2MtQrut
No comments:
Post a Comment