ଶର୍ମିଷ୍ଠାଙ୍କୁ କଚାଡ଼ି ଦେଲା ହାତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, August 23, 2018

ଶର୍ମିଷ୍ଠାଙ୍କୁ କଚାଡ଼ି ଦେଲା ହାତୀ

deadbody

ବାରିପଦା (ମାଲିକଲାଲ୍ ପାଣି): ମୟୂରଭଞ୍ଜ ଜିଲ୍ଲା ଶୁକ୍ରୁଜି ବ୍ଲକ୍‌ ଜାମୁନ୍ତି ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଶର୍ମିଷ୍ଠା ମହାନ୍ତ (୫୦)।

ଗତକାଲି ରାତିରେ ଶିର୍ମିଷ୍ଠା ପଞ୍ଚାୟତ କାର୍ଯ୍ୟାଳୟକୁ ଶୋଇବାକୁ ଯାଉଥିବା ବେଳେ  ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ହାତୀ ତାଙ୍କୁ ରାସ୍ତାରେ କଚାଡ଼ି ଦେଇଥିଲା। ସେ ପଞ୍ଚାୟତ କାର୍ଯ୍ୟାଳୟରେ ଜଗୁଆଳି ଭାବେ କାମ କରୁଥିଲେ।

ସୂଚନାଯୋଗ୍ୟ, ତିନି ଦିନ ତଳେ କରଞ୍ଜିଆ ବନଖଣ୍ଡ ଅଧୀନରେ ହାତୀ ଦଳି ଦେବାରୁ  ଜଣଙ୍କର ମୃତ୍ୟୁ ଘଟିଥିଲା।

ଝାଡ଼ଖଣ୍ଡରୁ କିଛି ହାତୀ ପଳାଇ ଆସି ଆଖପାଖ ଜଙ୍ଗଲରେ ରହୁଛନ୍ତି। ହେଲେ ବନ ବିଭାଗ ସେମାନଙ୍କୁ ଘଉଡ଼ାଇବାରେ ବିଫଳ ହୋଇଛି ବୋଲି ଲୋକେ ଅଭିଯୋଗ କରିଛନ୍ତି।



from Odisha Reporter https://ift.tt/2wmVW3b

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages