ଅନୁଷ୍କାଙ୍କ ଏହି ଫଟୋ ଦେଖିଲେ ହସିହସି ଗଡ଼ିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, August 24, 2018

ଅନୁଷ୍କାଙ୍କ ଏହି ଫଟୋ ଦେଖିଲେ ହସିହସି ଗଡ଼ିବେ

a2

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜର ଆଗାମୀ ଫିଲ୍ମ ‘ସୁଇ ଧାଗା’ରେ ନିଜ ଲୁକ୍‌କୁ ନେଇ ବେଶ୍‌ ଚର୍ଚ୍ଚାରେ। ସୋଶାଲ୍ ମିଡିଆରେ ଅନୁଷ୍କାଙ୍କର ଭିନ୍ନ ଭିନ୍ନ ଲୁକ୍‌ ଦେଖିବାକୁ ମିଳୁଛି। ତାଙ୍କର ଏହି ଲୁକ୍‌କୁ ନେଇ ଫ୍ୟାନମାନେ ମଧ୍ୟ ଖୁବ୍ ମଉଜ କରୁଛନ୍ତି। କିଛି କ୍ରିଏଟିଭ୍‌ ଫ୍ୟାନ୍ ଅନୁଷ୍କାଙ୍କ ଫଟୋକୁ ତାଙ୍କ ସ୍ୱାମୀ ବିରାଟ କୋହଲୀଙ୍କ ସହ ଯୋଡ଼ି ଫଟୋସପ୍‌ରେ ଏମିତି ଡିଜାଇନ୍ କରି ସୋଶାଲ୍ ମିଡିଆରେ ଛାଡ଼ିଛନ୍ତି, ଯାହାକୁ ଦେଖିଲେ ଆପଣ ହସିହସି ଗଡ଼ିଯିବେ।

ବରୁଣ ଧୱନ ଓ  ଅନୁଷ୍କା ଶର୍ମାଙ୍କ ଆଗାମୀ ଫିଲ୍ମ‘ସୁଇ ଧାଗା’ର ଟ୍ରେଲର ରିଲିଜ୍‌ ହୋଇଯାଇଛି। ଏହି ଟ୍ରେଲରରେ ୨ଟି ସିନ୍‌ ରହିଛି। ପ୍ରଥମ ସିନ୍‌ରେ ଅନୁଷ୍କା କାନ୍ଦୁଛନ୍ତି ଓ ଦ୍ୱିତୀୟ ସିନ୍‌ରେ ଦୁଃଖୀ ଅଛନ୍ତି। ଅନୁଷ୍କାଙ୍କ ଏହି ଦୁଇଟି ଲୁକ୍‌ସକୁ ଫଟୋସପ୍‌ ଜରିଆରେ ବିଭିନ୍ନ ସ୍ଥାନରେ ଯୋଡ଼ା ଯାଇଛି। ଫ୍ୟାନ୍‌ମାନେ ଅନୁଷ୍କାଙ୍କର ଏହି ଫଟୋ ଦେଖି ଖୁବ୍ ମଜା ନେଉଛନ୍ତି। ଏହି ଫଟୋ ଜରିଆରେ ଫିଲ୍ମର ପ୍ରମୋସନ୍‌ କରାଯାଉଛି। ଦେଖନ୍ତୁ ସେ ସବୁ ଫଟୋ।

anusk....

ଅନୁଷ୍କା ଜଣେ ବ୍ୟକ୍ତିଙ୍କ ପଛ ପଟେ ବସିଛନ୍ତି, ବହୁତ ଦୁଃଖୀ ଅଛନ୍ତି ଓ କାନ୍ଦୁଛନ୍ତି।

NHTFFDRFERR5......

 

ଏହି ଫଟୋରେ ଅନୁଷ୍କା ବହୁତ ସୁନ୍ଦର ଦେଖାଯାଉଛନ୍ତି। ଗ୍ରାଫିକ୍ସ ମାଧ୍ୟମରେ ଅନୁଷ୍କା ଲୁକ୍‌ସ ବଦଳାଇ ଦିଆଯାଇଛି।

a2

ଏହି ଫଟୋରେ ଅନୁଷ୍କା ରେସଲିଂ ମ୍ୟାଚ୍‌ ଜିତି ଯିବା ପରେ ଖୁସିରେ  କାନ୍ଦି ପକାଇଛନ୍ତି।

TOM.....

ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‌ ଜଙ୍ଗ୍‌ଙ୍କୁ ନିକଟରେ ଦେଖି ଅନୁଷ୍କା ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

a5...

ଏହି ଫଟୋରେ ଅନୁଷ୍କାଙ୍କ ଫଟୋକୁ ଫିଲ୍ମ ‘ବାହୁବଲୀ’ର ରାଜମାତା ଶିବଗାମୀ ଭାବେ ପ୍ରଦର୍ଶିତ କରାଯାଇଛି।

a5...

ଏହି ଫଟୋରେ ଅନୁଷ୍କା ସୁପରମ୍ୟାନ୍‌ ଭଳି ଦେଖାଯାଉଛନ୍ତି।

a6

ଏହି ଫୋଟରେ ଅନୁଷ୍କା ଚୁପ୍‌ଚାପ ବସିଛନ୍ତି।

a8

ଏହି ଫୋଟରେ ଅନୁଷ୍କା ଚା’ ଷ୍ଟଲ୍‌ ସାମ୍ନାରେ ବସିଛନ୍ତି।  ବୋର୍ଡରେ ଚା’ ତିଆରି ପାଇଁ ୧୦ ମିନିଟ୍‌ ଲାଗିବ ବୋଲି ଲେଖାଯାଇଛି।

ଫଟୋ ସୌଜନ୍ୟ-ୟଙ୍ଗିସ୍ତାନ

 



from Odisha Reporter https://ift.tt/2wmaNuv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages