୨ ଅଗଷ୍ଟ, ଗୁରୁବାର: ଜାଣନ୍ତୁ କର୍ମକ୍ଷେତ୍ରରେ କେମିତି କଟିବ ଆଜିର ଦିନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, August 1, 2018

୨ ଅଗଷ୍ଟ, ଗୁରୁବାର: ଜାଣନ୍ତୁ କର୍ମକ୍ଷେତ୍ରରେ କେମିତି କଟିବ ଆଜିର ଦିନ

Rasiphala

ମେଷ: ସ୍ୱାସ୍ଥ୍ୟ ଭଲ ରହିବ। ଦୀର୍ଘଦିନ ଧରି ଲାଗି ରହିଥିବା ସମସ୍ୟା ସମାଧାନ ହେବ। ପରିବାରରେ ହସ ଓ ଖୁସିର ବାତାବରଣ ରହିବ।

ବୃଷ: ବ୍ୟସ୍ତତା ଭିତରେ ଦିନ କଟିବ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପାନମହୁରୀ ଖାଇ ଘରୁ ବାହାରନ୍ତୁ।

ମିଥୁନ: ଚାକିରିରେ ପରିବର୍ତ୍ତନ କରିପାରନ୍ତି। ଧନଲାଭର ଯୋଗ ରହିଛି। ସ୍ୱାସ୍ଥ୍ୟ ଭଲ ରହିବ।

କର୍କଟ: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ନୂତନ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ମାନ-ସମ୍ମାନ ମିଳିବ।

ସିଂହ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଆର୍ଥିକ ସ୍ଥିତି ଭଲ ରହିବ। ପରିବାରିକ ସମସ୍ୟାର ସମାଧାନ ହେବ।

କନ୍ୟା: ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରନ୍ତୁ ନାହିଁ। ଚାକିରିକୁ ନେଇ ଚିନ୍ତିତ ରହିବେ। ଅଳେଚ ଖାଇ ଘରୁ ବାହାରନ୍ତୁ।

ତୁଳା: ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଅସୁସ୍ଥ ଅନୁଭବ କରିବେ। ଚିନ୍ତିତ ରହିବେ।

ବିଛା: ବ୍ୟସ୍ତତା ଭିତରେ ଦିନ କଟିବ। ଯାନବାହାନ ସୁଖ ମିଳିବ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ।

ଧନୁ: ଦୂରଯାତ୍ରା କରିପାରନ୍ତି। ଅଟକି ରହିଥିବା ଧନ ମିଳିବ। ପରିବାରରେ ହସ ଓ ଖୁସିର ବାତାବରଣ ରହିବ।

ମକର: ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରନ୍ତୁ ନାହିଁ। ଅସୁସ୍ଥତା ଅନୁଭବ କରିବେ। ଗୁଡ଼ ଖାଇ ଘରୁ ବାହାରନ୍ତୁ।

କୁମ୍ଭ: ସ୍ୱାସ୍ଥ୍ୟ ଭଲ ରହିବ। ବିବାହ ସ୍ଥିର ହୋଇପାରେ। ପିଲାଙ୍କୁ ନେଇ ଖୁସି ଅନୁଭବ କରିବେ।

ମୀନ: ନୂତନ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି। ପରିବାରରେ ଖସି ଓ ଖୁସିର ବାତାବରଣ ରହିବ।



from OdishaReporter https://ift.tt/2mZTJ9s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages