
ନାରାୟଣପାଟଣା(ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ତୟାପୁଟ ନିକଟରେ ଥିବା ରେଳ ଧାରଣା ଉପରକୁ ପାହାଡ଼ରୁ ମାଟି ଅତଡ଼ା ଖସି ପଡ଼ିଛି। ଫଳରେ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି।
ଲକ୍ଷ୍ମୀପୁରରେ ରାଉରକେଲା-କୋରାପୁଟ ଟ୍ରେନ୍ ଅଟକି ରହିଥିବା ବେଳେ ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍ ଟିକିରିରେ ଅଟକି ରହିଛି।
ସେହିପରି କାକିରିଗୁମ୍ମାରେ ଡିଏମ୍ୟୁ ଓ ଦାମନଯୋଡ଼ିରେ ସମଲେଶ୍ୱରୀ ଏକ୍ସପ୍ରେସ୍ ଅଟକି ରହିଛି।
from OdishaReporter https://ift.tt/2MqY7wF
No comments:
Post a Comment