ପେପ୍‌ସିକୋ ସିଇଓ ପଦ ଛାଡ଼ିବେ ଇନ୍ଦ୍ରା ନୁଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, August 6, 2018

ପେପ୍‌ସିକୋ ସିଇଓ ପଦ ଛାଡ଼ିବେ ଇନ୍ଦ୍ରା ନୁଇ

ନୂଆଦିଲ୍ଲୀ: ମୃଦୁ ପାନୀୟ କମ୍ପାନୀ ପେପ୍‌ସିକୋରେ ଏବେ ବିବାଦ ଦେଖାଯାଇଛି। ଦୀର୍ଘ ୧୨ ବର୍ଷ ହେଲା ପେପ୍‌ସିକୋ କମ୍ପାନୀର ସିଇଓ ଭାବେ କାର୍ଯ୍ୟ କରୁଥିବା ଇନ୍ଦ୍ରା ନୁଇ ଆଜି ଅପ୍ରତ୍ୟାଶିତ ଭାବ ନିଜ ପଦରୁ ଅବ୍ୟାହତି ନେବେ ବୋଲି ଜଣାପଡ଼ିଛି।

ସେ ଅକ୍ଟୋବର ୩ରେ କମ୍ପାନୀରୁ ବିଦାୟ ନେବେ। କିନ୍ତୁ ସେ ୨୦୧୯ ଯାଏ କମ୍ପାନୀର ଚେୟାରମ୍ୟାନ୍‌ ଭାବେ କାର୍ଯ୍ୟ କରିବେ। ତାଙ୍କ ସ୍ଥାନରେ ପେପ୍‌ସିକୋ ସଭାପତି ରାମନ୍‌ ଲାଗୁଆରତା କମ୍ପାନୀର ସିଇଓ ଦାୟିତ୍ୱ ନେବେ ବୋଲି ଜଣାପଡ଼ିଛି।

ବୋର୍ଡ ଡାରେକ୍ଟରମାନେ ସର୍ବସମ୍ମତି କ୍ରମେ ଲାଗୁଆରତାଙ୍କୁ ସିଇଓ ପାଇଁ ମନୋନୀତ କରିଛନ୍ତି।

ତେବେ ହଠାତ୍‌ କ’ଣ ପାଇଁ ଇନ୍ଦ୍ରା ନୁଇ ନିଜ ପଦରୁ ଅବ୍ୟାହତି ନେଲେ, ତାହା ଜଣାପଡ଼ିନାହିଁ। କିନ୍ତୁ କିଛି ଦିନ ହେଲା, ପେପ୍‌ସିକୋ କମ୍ପାନୀରେ ଇନ୍ଦ୍ରା ନୁଇ ଓ ମ୍ୟାନେଜମେଣ୍ଟ ମଧ୍ୟରେ ବିବାଦ ରହିଥିଲା ବୋଲି ଚର୍ଚ୍ଚା ହେଉଥିଲା।



from OdishaReporter https://ift.tt/2vFCBJZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages