
ଭୋପାଳ: ଗ୍ୱାଲିୟରରେ ସ୍ୱର୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପରିବାରକୁ ଅଣଦେଖା କରାଯାଇଛି। ବାଜପେୟୀଙ୍କ ‘ଚିତା ଭସ୍ମ କଳସ ଯାତ୍ରା”ରେ ଯୋଗ ଦେବାକୁ ଆସିଥିବା ତାଙ୍କ ଝିଆରି କ୍ରାନ୍ତି ମିଶ୍ରାଙ୍କୁ ଆୟୋଜକ ଏକ କାର୍ଟିଏ ମଧ୍ୟ ଯୋଗାଇ ପାରିନାହାନ୍ତି। ଶେଷରେ କ୍ରାନ୍ତି ନିଜ ସ୍ୱାମୀ ଓ ପରିବାର ନେଇ ଓଟରେ ଘରକୁ ଫେରିଥିଲେ।
ଗ୍ୱାଲିୟରର ଫୁଲବାଗ୍ ପଡ଼ିଆରେ ସ୍ୱର୍ଗତ ବାଜପେୟୀଙ୍କ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ବିଜେପି ଅଧ୍ୟକ୍ଷ ରାକେଶ ସିଂହ, କେନ୍ଦ୍ର ମନ୍ତ୍ରୀ ତୋମାର ଓ ପ୍ରଭାତ ଝା ଉପସ୍ଥିତ ଥିଲେ।
from Odisha Reporter https://ift.tt/2wkFQqR
No comments:
Post a Comment